Police Station ରେ ଚାଲିଛି ଏମିତି ପ୍ରେମ ଲୀଳା Phone ରୁ Phone ଘୁରି ବୁଲୁଛି ଏହି Viral Video

ପୋଲିସ ଷ୍ଟେସନ ହେଉଛି ଏପରି ଏକ ସ୍ଥାନ ଯେଉଁଠାରେ ଅନ୍ୟାୟ ହେଉଥିବା ବ୍ୟକ୍ତି ନ୍ୟାୟ ପାଇବା ଆଶାରେ ପାଦ ରଖିଥାଏ ।

ପୋଲିସ ପୋଷାକ କୁ ସମସ୍ତ କର୍ମଚାରୀ ମଧ୍ୟ ସମ୍ମାନ ଦେଇଥାନ୍ତି ମାତ୍ର ନିଜ ପୋଷାକ ପିନ୍ଧି ଅନୈତିକ କାର୍ଯ୍ୟରେ ଲିପ୍ତ ରହିବା କେତେଦୂର ଠିକ୍ ତାହା କେବଳ ଆପଣ ଚିନ୍ତା କରିପାରିବେ ।

ଆମେ କହୁଥିବା ଘଟଣାଟି ଅତ୍ୟନ୍ତ ଲାନ୍ୟଜନକ ଅଟେ ଯେଉଁଥିରେ ଜଣେ ମହିଳା ପୋଲିସ ଏବଂ ପୁରୁଷ ପୋଲିସ କର୍ମଚାରୀ ମଧ୍ୟରେ ଅସଂଜତ ଅବସ୍ଥାରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।

ଭିଡ଼ିଓ ରେ ପୋଲିସ ଷ୍ଟେସନ ରେ ଧୁମ୍ ଧାମ ନାଚ ମଧ୍ୟ ହେଉଥିବାର ଭିଡିଓ ରେ ଦେଖା ଯାଇଛି। ବିଶେଷ ଭାବେ ଜଣା ଯାଉଛି ଯେ ଭିଡିଓ ଟି ତାଙ୍କ କର୍ମଚାରୀ ଙ୍କ ମଧ୍ୟରୁ ହିଁ କେହି ରେକର୍ଡ କରିଥାଇପାରନ୍ତି ।

ଭିଡ଼ିଓରେ ପୋଲିସ କର୍ମଚାରୀ ପରସ୍ପର ଅସଂଯତ ଅବସ୍ଥାରେ ଅଫିସ ରେ କାର୍ଯ୍ୟରତ ଥିବା ସମୟରେ ପୋଲିସ ପୋଷାକରେ ଏହିକାର୍ଯ କରୁଥିଲେ ।

ଯେହେତୁ ସୋସିଆଲ ମିଡିଆରେ ଏହି ଭିଡ଼ିଓଫୋନ୍ ରୁ ଫୋନ୍ ଭାଇରାଲ ହେଉଛି ଏବଂ ଏହି ଭିଡିଓ କୁ ଦେଖି ସମସ୍ତେ ତାଙ୍କୁ ଦଣ୍ଡ ଦେବାପାଇଁ ଦାବି କରିଚନ୍ତି ପୋଲିସ ପୋଷାକ କୁ ସେ ଅପମାନ ଦେଇଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ।

ଏହି ଭିଡିଓ ମଧ୍ୟ ଆପଣ ଦେଖନ୍ତୁ ଏବଂ କୁହନ୍ତୁ ଏହି କ୍ଷେତ୍ରରେ ପୋଲିସ କର୍ମଚାରୀ ଙ୍କ ଦୋଷ ଅଛି ନା ନାହିଁ । ଯଦି ଅଛି ତାଙ୍କୁ କି ଦଣ୍ଡ ମିଳିବା ଦରକାର କମେଣ୍ଟ୍ ମାଧ୍ୟମରେ ଜଣାନ୍ତୁ ।

Leave a Comment

Your email address will not be published. Required fields are marked *

Scroll to Top