Special Report

ସ୍ୱାମୀ ସହ ନ ଶୋଇ ରାତି ଅଧରେ ଦିଅର ସହ କରୁଥିଲା ଖେଳ, ଶଶୁର ଆସି ସବୁ ଖେଳ ସାରିଦେଲା..

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଯୁଗରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେବେଠାରୁ ଇଣ୍ଟର୍ନେଟ ଆଉ ସୋସିଆଲ ମିଡିଆ ଆସିଲାଣି ସେବେଠାରୁ ଲୋକ ମାନେ ଯେକୌଣସି ସ୍ଥାନରେ

ରହି ଏହି ସବୁ ଘଟଣା ଗୁଡିକ ବିଷୟରେ ସହଜରେ ଜାଣି ପାରୁଛନ୍ତି। କେତେକ ଲୋକଙ୍କ କଳା କାର୍ଣ୍ଣମା ସୋସିଆଲ ମିଡିଆରେ ଭାଇରାଲ ହେବା ଦ୍ଵାରା ସେମାନଙ୍କୁ ଏ ସମାଜର ନିନ୍ଦା ଆଉ ଅପବାଦ ସହିବାକୁ ପଡୁଛି।

ଆଜି କାଲିର ଯୁବ ପିଡି ବିବାହର ପବିତ୍ର ବନ୍ଧନକୁ ନିଜର ଦେହର ଭୋକ ଆଗରେ ଅପବିତ୍ର କରିବାରେ ଟିକିଏ ବି ପଛଘୁଞ୍ଚା ଦେଉନାହାନ୍ତି। ଅନେକ ଘଟଣା ଦେଖିବାକୁ ମିଳୁଛି

ଯେଉଁଠାରେ ବିବାହିତା ଯୋଡିଙ୍କ ମଧ୍ୟରେ ପରକୀୟା ପ୍ରୀତିକୁ ନେଇ ସଂପର୍କ ଭାଙ୍ଗି ଯାଉଥିବାର। ତେବେ ବନ୍ଧୁଗଣ ବର୍ତ୍ତମାନର ସମୟରେ ବିବାହିତା ପୁରୁଷ ଏବଂ ନାରୀ ମାନେ ପରକ୍ରିୟା ପ୍ରୀତି କରିବାକୁ ବହୁତ ଭଲ ପାଉଛନ୍ତି।

ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଆପଣମାନେ ଦେଖି ପାରୁଥିବେ ଜଣେ ବିବାହିତା ନାରୀ ଏକ ଅନ୍ୟ ପୁରୁଷକୁ ରାତି ଅଧରେ ଘରକୁ ଡାକି ଥିଲା।

ସେହି ସମୟରେ ଶାଶୁ ଶଶୁର ଉଭୟ ପ୍ରେମିଯୁଗଳଙ୍କୁ ଧରି ଦେଇଥିଲେ। ତେବେ ରାତି ଅଧରେ ପର ପୁରୁଷ ସହ ରାସଲୀଳା କରିବା ସମୟରେ ଶଶୁର ଘର ଭିତରକୁ ପଶି ଆସିଥିଲେ। ସେହି ପୁରୁଷ ଜଣକ ହେଉଛନ୍ତି ମହିଳା ଜଣକଙ୍କର ପ୍ରେମିକ।

ତେବେ ବନ୍ଧୁଗଣ ଉଭୟଙ୍କୁ ଶଶୁର ରେଡ ହାଣ୍ଡରେ ଧରି ଅନର୍ଗଳ ଭାଷା ଶୁଣାଇ ଥିଲେ। ଏହି ଭିଡିଓରେ ଶାଶୁ ଶଶୁର ନିଜ ବୋହୂ ଆଉ ତାର ପ୍ରେମିକର ବିବାହ କରିଦେଇଛନ୍ତି।

https://youtu.be/lUKiuE18InQ?si=ShoR0x9djFiyGHgS

ଉଭୟଙ୍କୁ ବିବାହ କରି ଜବରଦସ୍ତି କାରରେ ବସାଇ ବିଦା କରୁଥିବାର ନଜର ଆସୁଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଲୋକ ମାନେ ମଧ୍ୟ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି।

Leave a Reply

Your email address will not be published. Required fields are marked *