Special Report

ଝାଡା ଯାଉଛି କହି ବୁଦାମୂଳରେ କରୁଥିଲା ଖେଳ, ଗାଁ ଲୋକେ ଦେଖି ଅଧା ଲଙ୍ଗଳା କରି ବୁଲାଇଲେ!

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକା ସମାଜରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ଏହି ସମାଜ ପାଇଁ କଳଙ୍କ ଅଟନ୍ତି । ସମାଜରେ ଏଭଳି ଲୋକ ଏଭଳି ସବୁ ନିର୍ଲଜ୍ଜ କାମ କରିବା ପୂର୍ବରୁ ଭାବିବା ଉଚିତ୍ କିନ୍ତୁ ଲୋକମାନେ ମନରେ କିଛି ନଭାବି।

ଆଗକୁ କଣ ହେବ ତାହା ଚିନ୍ତା ନକରି ଏଭଳି ସବୁ ନିର୍ଲଜ୍ଜ କାମ କରିଥାନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯାହା ଦେଖିପାରିବେ ତାହା ସତରେ ବହୁତ ଖରାପ ଅଟେ । ଆଜିକାଲି ଦୁନିଆରେ ପ୍ରାୟ ସମସ୍ତେ ପ୍ରେମ କରୁଛନ୍ତି।

କିନ୍ତୁ ଏଭଳି କିଛି ପ୍ରେମିକ ଆଉ ପ୍ରେମିକା ଅଛନ୍ତି ଯେଉଁମାନେ ପ୍ରେମର ସବୁ ମର୍ଯ୍ୟାଦା ଭୁଲି ଯାଉଛନ୍ତି । ଆଉ ପ୍ରେମରେ ବୁଡି ଯାଇ ଏଭଳି ସବୁ କାମ କରୁଛନ୍ତି ଯାହା ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ ।

ଏମିତି କିଛି ଖବର ଏବେ ସାମ୍ବାକୁ ଆସିଛି । ଆଉ ଏଭଳି କାମ କରିବା ପରେ ପ୍ରେମିକ ଆଉ ପ୍ରେମିକା ଭୁଲ ମାଗିଛନ୍ତି । ଯୁବକ ଆଉ ଯୁବତୀ ଜଣକ ଯାଇଥିଲେ ପ୍ରେମ କରିବାକୁ ତାହା ପୁଣି ଏକ ଅଲଗା ସ୍ଥାନକୁ ।

ଯେଉଁ ଏରିଆରେ କେହି ନାହାନ୍ତି ସେହି ସ୍ଥାନକୁ ପ୍ରେମିକ ଆଉ ପ୍ରେମିକା ଯାଇଥିଲେ । ସେମାନେ ମନ୍ଦ ଉଦ୍ଦେଶ୍ୟ ରଖି ସେଠାକୁ ଯାଇଥିଲେ । ଆଉ ସେମାନେ ଏଭଳି କାମ କରୁଥିବା ବେଳେ ତାଙ୍କୁ ସେଠାରେ ଥିବା ଲୋକମାନେ ଦେଖି ଦେଇଥିଲେ ।

ଯୁବକ ଏବଂ ଯୁବତୀଙ୍କୁ ସେମାନେ ଅଟକ ରଖି ଏହି ବିଷୟରେ ପଚରାଉଚରା ମଧ୍ୟ କରିଥିଲେ । କିନ୍ତୁ ଏହି ସମୟରେ ଯୁବତୀ ଜଣକ ତାଙ୍କ କଥା ବଦଳାଇ ଦେଇଥିଲେ । ଯୁବକ ଆଉ ଯୁବତୀ ଏକାଠି ଥିଲେ ।

ସେଠାରେ ଲୋକମାନେ ପଚାରିବା ପରେ ଯୁବତୀ ଜଣକ ନିଜ ପ୍ରେମିକ ସହ ଏଭଳି କରିଥିଲେ ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଏହି ଯୁବତୀ ଜଣକ ଲୋକଙ୍କୁ ଦେଖି ପ୍ରେମିକ ଜଣଙ୍କୁ କହିଥିଲେ କି ସେ ତାଙ୍କୁ ଧୋକା ଦେଇଛନ୍ତି ।

https://youtu.be/NhKZxLylx8I?si=vP8-1ayHATyu81AI

ଏହି ଯୁବକ ଜଣକ ଯୁବତୀଙ୍କୁ ଧୋକା ଦେଇଛନ୍ତି ବୋଲି ଅଭିଯୋଗ ଆଣିଥିଲେ ଯୁବତୀ । ଆଉ ଏହାପରେ ସେଠାରେ ଥିବା ଲୋକମାନେ ଯୁବକଙ୍କୁ ମାଡ ମାରିବାକୁ କହିଥିଲେ । ଏଭଳି ଅନେକ କଥା ଯୁବକ ଆଉ ଯୁବତୀଙ୍କ ମଧ୍ୟରେ ଲୋକମାନଙ୍କ ଆଗରେ ହୋଇଥିଲା ।

Leave a Reply

Your email address will not be published. Required fields are marked *