ରାଜ୍ୟ ଖବର

Tapswini ଙ୍କୁ ଆପଣେଇ ନେବେ କି Sumit ଆଉ ରହିଲା ଗୋଟିଏ ଦିନ ଗ୍ରହଣ କରିବେ କି ଶଶୁର Pramod Sahu

ବନ୍ଧୁଗଣ ବହୁଚର୍ଚ୍ଚିତ ତପସ୍ୱିନୀ ସୁମିତ ମାମଲାରେ ଘଟଣା ନୂଆ ମୋଡ ନେବାରେ ଲାଗିଛି । ସମସ୍ତେ ଏହି ଦୁଇ ବିବାଦୀୟ ଯୋଡ଼ି ଙ୍କୁ ଏକାଠି ହେବାର ଚାହୁଁ ଥିବା ବେଳେ ତପସ୍ୱିନୀ ସୁମିତ ଚାହୁଁଛନ୍ତି ସମ୍ପୂର୍ଣ ଅଲଗା ।

ତପସ୍ଵିନୀ ସୁମିତ ଙ୍କ ଘଟଣା ରେ ସୁମିତ ତପସ୍ୱିନୀ ଙ୍କୁ ରଖିବାକୁ ଚାହୁଁ ନଥିବା ବେଳେ ତପସ୍ୱିନୀ ତାଙ୍କ ସହ ରହିବାକୁ ଚାହୁଁଛନ୍ତି । ତପସ୍ଵିନୀ ଧାରଣା ଦେବାର ମୂଳ କାରଣ ଯାହା ସୁମିତ ତାଙ୍କ ଶଶୁର ଙ୍କ କଥାରେ ପଡ଼ି ତାଙ୍କ ସହ ଅଲଗା ହେବାକୁ ବସିଛନ୍ତି । ମିଡ଼ିଆ ସାମ୍ନାରେ ମଧ୍ୟ ସମସ୍ତେ ସମାନ ପ୍ରତିକ୍ରିୟା ଦେଖିବାକୁ ପାଇଥିଲେ ।

 

ବୋହୂ ଘର ବାହାରେ ବସି ରହିଥିଲେ ମଧ୍ୟ ଶଶୁର କୌଣସି ପ୍ରତିକ୍ରିୟା ଦେଇନଥିଲେ । ମାସେ କାଳ ବୋହୂ ଶୀତ କାକର ରେ ଘର ବାହାରେ ବସି ରହିଥିଲେ କିନ୍ତୁ ଶଶୁର ପ୍ରମୋଦ ସାହୁ ଙ୍କୁ କୌଣସି ପ୍ରଭାବ ପଡ଼ିନଥିଲା ।

 

ତପସ୍ଵିନୀ ସୁମିତ ଏକାଠି ୭ ଦିନ କାଟିଲା ବେଳେ ମଧ୍ୟ ଶଶୁର ଘର ଲୋକଙ୍କର ଫୋନ୍ ବାରମ୍ବାର ଆସୁଥିଲା ଯାହା ଫଳରେ ସୁମିତ ସେଠାରୁ ଫେରାର ହୋଇଗଲେ ବୋଲି ବର୍ଣ୍ଣନା କରିଥିଲେ ତପସ୍ୱିନୀ । ତେବେ ତପସ୍ୱିନୀ ସୁମିତ ମାମଲାରେ ଜାନୁଆରୀ ୪ ତାରିଖରେ ଶୁଣାଣି ହେବାକୁ ଯାଉଛି ଯାହା ପ୍ରଶ୍ନ ବାଚି ସୃଷ୍ଟି ହେଉଛି ଆପଣେଇ ନେବେ କି ଶଶୁର ପ୍ରମୋଦ ସାହୁ ?

ଏ ସମ୍ପର୍କରେ ଆପଣଙ୍କ ମତାମତ କଣ ନିଶ୍ଚିନ୍ତ କମେଣ୍ଟ୍ କରନ୍ତୁ ।

Leave a Reply

Your email address will not be published. Required fields are marked *