ରାଜ୍ୟ ଖବର

Tanduri ruti ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ ତନ୍ଦୁରି ରେ ଛେପ ଲେପିବାର କ୍ୟାମେରା ଆଗରେ Record ହେଲା ଦୃଶ୍ୟ

ସାଧାରଣତଃ ବାହାଘର ଭୋଜିରେ ବିଭିନ୍ନ ପ୍ରକାର ସୁନ୍ଦର୍ ସୁନ୍ଦର୍ ଖାଦ୍ୟ ତିଆରି ହୋଇଥାଏ।ଲୋକମାନେ ମଧ୍ୟ ଖୁସିରେ ଖାଇଥାନ୍ତି।

କିନ୍ତୁ ଯେଉଁ ମାନେ ରୋଷେଇ କରିଥାନ୍ତି ସେମାନେ କିଭଳି ରୋଷେଇ କରିଥାନ୍ତି ସେଇଟା ଯେଉଁ ଲୋକ ଖାଆନ୍ତି ଜାଣି ନଥାନ୍ତି ।ଯେମିତି ତିଆରି ହେଉଥାଉ ଭଲ ଲାଗିଲେ ତାକୁ ଖାଇଥାନ୍ତି।

ଆପଣ ମାନେ ଦେଖିଥିବେ ଗୁପଚୁପ ର ଆଳୁକୁ ଲୋକମାନେ ଗୋଡ଼ରେ ଚକୁଟିଥାନ୍ତି ।ଏବଂ ଲୋକମାନେ ସେଇ ଜିନିଷ କୁ ଖାଇଥାନ୍ତି।

ସେ କଣ ଜାଣିପାରନ୍ତି ଗୁପଚୁପ ଟା ହାତ ରେ ଚକୁଟିଛନ୍ତି କି ଗୋଡ଼ରେ?ଏମିତି ଭିଡିଓ ଆପଣ ମାନେ ସୋସିଆଲ ମିଡିଆରେ ଦେଖିଥିବେ।କିନ୍ତୁ ଏଥି ଜାଣିବେ ଜଣେ ତନ୍ଦୁରୀ ତିଆରି କରୁଥିବା ବ୍ୟକ୍ତି ଜଣଙ୍କ କିପରି ରୁଟି ଟି ତିଆରି କରୁଛନ୍ତି।

ଗୋଟେ ବାହାଘରରେ ବହୁତ୍ ପ୍ରକାର ଖାଇବା ତିଆରି ହେଇଥିଲା ।ଜଣେ ତନ୍ଦୁରି ରୁଟି ତିଆରି କରିବା ପାଇଁ ଲୋକଙ୍କୁ ଡାକିଥିଲେ।

ସେ ଲୋକଟି ଏମିତି ତନ୍ଦୂରି ରୁଟି ତିଆରି କରିଛି ଜାଣିଲେ ଆଶ୍ଚଜ୍ୟ ହୋଇଯିବେ।ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ଲୋକଟି ତନ୍ଦୁରି କରିଲା ବେଳେ ଏପଟ ସେପଟ ଦେଖୁଥିଲା ।

ତନ୍ଦୁରି କୁ ଧରି ସେଥିରେ ଛେପ ପକାଇ ରୁଟିଟି ତିଆରି କରୁଥିଲା।ସେହି ଭୋଜିରେ ଖାଇବାକୁ ଆସିଥିବା କିଛି ଲୋକ ଏଇ ଭିଡିଓ ଟି ଲାଇଫ ଟେଲି କାଷ୍ଟ କରିଥିଲେ। ଯେତୋଟି ତନ୍ଦୁରି ରୁଟି ଲୋକଟି କରୁଥିଲା ସବୁଥିରେ ଛେପ ପକେଇ କରୁଥିଲା।ଏଭଳି ଦେଖି ଅତିଥି ମାନେ ଖାଇବାକୁ ଇଛା କରିନଥିଲେ।

Leave a Reply

Your email address will not be published. Required fields are marked *