ଭାଇରାଲ ଭିଡିଓ

Viral video – ରାସ୍ତା ଉପରେ ବୋହୁସହ ଶଶୁର କଲେ ଏମିତି କାମ ଦେଖିଲେ ଆପଣଙ୍କ ହୋସ ଉଡିଯିବ

ସାଧାରଣତଃ ଶଶୁର ବୋହୁଙ୍କ ମଧ୍ୟରେ ସୁ ସମ୍ପର୍କ ରହିଥାଏ l ଝିଅଟିଏ ଯେତେବେଳେ ବାପଘର ଛାଡି ଶାଶୁଘର ଆସିଥାଏ ସେତେବେଳେ ନିଜ ବାପା ମା ଙ୍କୁ ପାଇଥାଏ l ଠିକ ଶାଶୁ ଶଶୁର ମଧ୍ୟ ଝିଅଟିଏ ପାଇଥାନ୍ତି ଘରେ l

ଘରର ଲକ୍ଷ୍ମୀ ଝିଅ ଏବଂ ବୋହୁ ହୋଇଥାନ୍ତି କିନ୍ତୁ ଆଜି ଏମିତି ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ l

ପାରିବାରିକ କଳହକୁ କେନ୍ଦ୍ର କରି ଶଶୁର ଘରସହ ବୋହୂଟିର ଝଗଡା ହୋଇଛି ଯେଉଁ ଝଗଡା କାରଣରୁ ଝିଅଟି ଶଶୁର ଘର ବାହାରେ ପ୍ରତିବାଦ କରୁଛି l

ଯାହାକୁ ଦେଖି ଶଶୁର ମଧ୍ୟ ହାତଉଠେଇବା ପାଇଁ ପଛଉନାହାନ୍ତି l ଏହା ପରେ ବୋହୁ ମଧ୍ୟ ଶଶୁରଙ୍କ ପ୍ରତି ଠେଲା ଉଦେଶ୍ୟ ରଖି ତାଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିlଲେ l ମାତ୍ର ତାହା ସାମାନ୍ୟ ମାତ୍ର ଥିଲା l

କିନ୍ତୁ ଏହାକୁ ନେଇ ରାଗିଯାଇଥିଲେ ଦେଢ଼ସୁର ଏବେ ବୋହୁକୁ ମାଡ଼ ମାରି ମାରି ଘର ସାମ୍ନାରେ ଥିବା ଏକ ଡ୍ରେନରେ ପକାଇଦେଲେ l

ଏହି ଦୃଶ୍ୟକୁ ମୋବାଇଲରେ କଏଦ କରିଛନ୍ତି ଜଣେ ସ୍ଥାନୀୟବାସିନ୍ଦା ଯାହାକି ସୋସିଆଲ ମିଡିଆରେ ଭାଇରଲ ହେବା ସହ ଲୋକଙ୍କମତାମତ ଜଣାଯାଉଛି l ଆପଣ ମଧ୍ୟ ଏହି ଭିଡିଓଟିକୁ ଦେଖନ୍ତୁ ଏବେ କାହାର କେଉଁଠି ଭୁଲ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ l ଧନ୍ୟବାଦ l

Leave a Reply

Your email address will not be published. Required fields are marked *