Tapaswini ଆଉ sumit ଙ୍କ ଝଡ଼ ଏବେ ବି କୁହୁଳୁଚି, CCTV ଭାଙ୍ଗିବା ଲାଗି ହେଇପାରେ tapaswini ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ବହୁ ଚର୍ଚ୍ଚିତ ତପସ୍ଵିନୀ ବିବାଦ ଏବେ ବଡ଼ ଆକାର ରେ ବ୍ୟାପିବାକୁ ଲାଗୁଚି, ଏପଟେ ଡାକ୍ତର ସୁମିତ ପୁଣି ୧୫ ଦିନ ଛୁଟି ନେଇ ଘରେ ରହିଛନ୍ତି,

ସୁମିତ ଙ୍କ ଘରେ ବସିଥିବା ତପସ୍ଵିନୀ କ୍ୟାମେରା ଭାଙ୍ଗି ତାଙ୍କ ଘର ର ସମ୍ମୁଖ ଭାଗ କୁ ସମ୍ପୂର୍ଣ୍ଣ କବ୍ଜା କରି ରହିଥିବା ଆଉ ଏହା ଦ୍ବାରା ସେମାନେ ଘର ବାହାରକୁ ଯାଇ ପାରୁ ନାହାଁନ୍ତି ଆଉ ପାଖ ପଡୋଶୀ ମଧ୍ୟ ଏଥି ପାଇଁ ବିଭିନ୍ନ ମାନସିକ ଦୁଶ୍ଚିନ୍ତା ରେ ରହୁଥିବା ସୁମିତ ଙ୍କ ପରିବାର କୋର୍ଟ ରେ ଅଭିଯୋଗ କରିଛନ୍ତି

ଏପଟେ ତପସ୍ଵିନୀ ସଫା ସଫା କହିଦେଇଛନ୍ତି କି ଯାହା ବି ହେଇ ଯାଉ ସେ କେବେ ବି ତାଙ୍କ ଘରୁ ଉଠିବେନି ଯେ ପର୍ଯ୍ୟନ୍ତ ତାଙ୍କୁ ସ୍ତ୍ରୀ ର ଅଧିକାର ନ ମିଳିଛି ଆଉ ତାଙ୍କ ସ୍ଵାମୀ ତାଙ୍କ ପାଖକୁ ଫେରି ଆସି ନାହାନ୍ତି ସେ ପର୍ଯ୍ୟନ୍ତ ଏଇ ଲଢେଇ ଜାରି ରହିବ

ମୋର ଯଦି ସେମାନେ ଗୁପ୍ତ ଭିଡିଓ କରିଦେବେ ସେଇ ଭୟ ରେ ମୁଁ ତାଙ୍କ ସିସିଟିଭି ଭାଙ୍ଗି ଦେଇଚି ଆଉ ମୁଁ ତାଙ୍କ ଗ୍ରିଲ୍ ଭାଙ୍ଗି ନାହିଁ, ସେମାନେ ଲୋକ ମାନେ ଭାଙ୍ଗିଛନ୍ତି ବୋଲି କହିଛନ୍ତି ତପସ୍ଵିନୀ

https://youtu.be/VIH70Wqdr5c

ଏପଟେ କୋର୍ଟ ରୁ ତପସ୍ଵିନୀ ଙ୍କୁ ଆଉ ସୁମିତ ଙ୍କ ବିଷୟରେ ଜଲ୍ଦୀ ଫଇସଲା କରିବାକୁ ଅର୍ଡର୍ ଆସିଛି

Leave a Comment