Special Report

Phon pe / Google pay ବ୍ୟବହାର କରୁଛନ୍ତି କି ? ବଞ୍ଚନ୍ତୁ ଏହି ୫ ଟି ଭୁଲ ରୁ ନହେଲେ ବ୍ୟାଙ୍କ୍ ଆକାଉଣ୍ଟ ହେଇଯିବ ଖାଲି ଶୀଘ୍ର ଦେଖନ୍ତୁ

ଡିଜିଟାଲ ଇଣ୍ଡିଆ ଆରମ୍ଭ ହେବା ଠାରୁ ମିଳିଛି ଅନେକ ସୁବିଧା । ଲୋକମାନେ ସହଜରେ ଘରେ ବସି ବସି ଫୋନ୍ ରେ ପଇସା ପଥେଇବା ଏବଂ ନିଜେ ପାଇବା ସହଜ ହୋଇଯାଇଛି ।

ବର୍ତ୍ତମାନ ଯାହା ପାଖରେ ଟଙ୍କା ନାହିଁ ସେ ମଧ୍ୟ ନିଜ ଡିଜିଟାଲ ଆକାଉଣ୍ଟ ରେ ପଇସା ପଠେଇ ପାରିବ । ସବୁଠୁ ବେଶୀ ବ୍ୟବହାର ହେଉଥିବା ଡିଜିଟାଲ ଆପ ହେଉଛି ଫୋନ୍ ପେ ଏବଂ ଗୁଗଲ ପେ ।

କିନ୍ତୁ ଆପଣ ଜାଣିଛନ୍ତି କି ଏହି ଆପ ଦୁଇଟି କେତେ ସାଙ୍ଘାତିକ ହୋଇପାରେ ଯଦି ଆପଣ ଟିକିଏ ଅବହେଳା କରନ୍ତି ।

ଆପଣଙ୍କୁ ଆଜି ଆମେ ୫ ଟି ଭୁଲ ବିଷୟରେ ଜଣାଇବୁ ଯାହାକୁ ଆପଣ ଜାଣିବା ନିହାତି ଆବଶ୍ୟକ । ଆପଣଙ୍କ ଆକାଉଣ୍ଟ୍ ରେ ଆପଣ ସାମାନ୍ୟ ମୂଲ୍ୟ ଠାରୁ ଲକ୍ଷାଧିକ ଟଙ୍କା ରଖିଥାନ୍ତି କିନ୍ତୁ ସାମାନ୍ୟ ଭୁଲ ପାଇଁ ଆପଣ ସବୁ ଟଙ୍କା କୁ ହରାଇ ପାରନ୍ତି ।

ବର୍ତ୍ତମାନ ଫେକ ୱେବସାଇଟ କିଛି ରହିଥାଏ ଯାହା କି ଚୀନ କିମ୍ବା ଅନ୍ୟାନ୍ୟ ଦେଶ ସହ ସଂପୃକ୍ତ ଥାଏ ଯାହାକି ଆପଣଙ୍କୁ ଉପହାର ର ପ୍ରଲୋଭନ ଦେଖାଇ ଅନ୍ୟତ୍ର ସେଆର କରିବାପାଇଁ କହିଥାଏ।

ଏହା କିନ୍ତୁ ବାସ୍ତବରେ ସବୁଠୁ ବଡ ଭୁଲ ହୋଇଥାଏ ଆପଣଙ୍କର ଏବଂ ଅଧିକାଂଶ ସମୟରେ ଏହିପରି କିଛି ଉପାୟରେ ଆପଣ ଠକାମିର ଶିକାର ହୋଇଥାନ୍ତି । ଦେଖନ୍ତୁ ସଚେତନ ର ଏହି ଭିଡିଓ –

Leave a Reply

Your email address will not be published. Required fields are marked *