Special Report

ଆଉ ରହିଲା ତିନି ଦିନ ତିନି ରାତି ଏକାଠି କାଟିବେ Tapaswini-Sumit ଏକାଠି ହେବେକି ଏହି ଯୋଡି

ବହୁଚର୍ଚ୍ଚିତ ବିବାଦୀୟ ଘଟଣା ତପସ୍ୱିନୀ ଏବଂ ସୁମିତ ବର୍ତ୍ତମାନ ଏକାଠି ରହୁଛନ୍ତି l ମାନ୍ୟବର କୋର୍ଟ ତାଙ୍କୁ 7 ଦିନ ଏବଂ ସାତ ରାତି ଏକାଠି କାଟିବା ପାଇଁ ଆଦେଶ ଦେଇଥିବା ବେଳେ ବର୍ତ୍ତମାନ ଏକାଠି ରହୁଛନ୍ତି ଦୁହେଁ l

ବର୍ତ୍ତମାନ ସୁଦ୍ଧା ଚାରିଦିନ ବିତିଯାଇଥିବା ବେଳେ ଆଉ ରହିଲା ମାତ୍ର ତିନି ଦିନ l ତିନି ଦିନ ପରେ ସମସ୍ତଙ୍କ ସାମ୍ନାକୁ ଆସିବେ ଏହି ଦୁଇ ଯୋଡି l

ସାରା ଓଡ଼ିଶାରେ ତପସ୍ୱିନୀ ସୁମିତ ଏକାଠି ହେବାକୁ ଚାଁହୁଥିବା ବେଳେ ବର୍ତ୍ତମାନ ସବୁକିଛି ନିର୍ଭର ହେଉଛି ତପସ୍ୱିନୀ ଏବଂ ସୁମିତ ଙ୍କ ଉପରେ l

ତପସ୍ୱିନୀ ସ୍ୱାମୀଙ୍କୁ ଫେରିପାଇବା ପାଇଁ ଚାଁହୁଥିବା ବେଳେ ସୁମିତ ଚାଁହୁଥିଲେ ଅନ୍ୟକିଛି l ଏହି ଅନ୍ୟକିଛି ପଛରେ ତାଙ୍କ ବାପାଙ୍କହାତ ଥିବାର ଅଭିଯୋଗ କରିଥିଲେ ତପସ୍ୱିନୀ l

ବର୍ତ୍ତମାନ ଆଉ ତିନି ଦିନ ର ଅପେକ୍ଷା ମାତ୍ର ଏହି ତିନି ଦିନ ମଧ୍ୟରେ ସମ୍ପର୍କ ସୁଦୃଢ ହେବ କିମ୍ବା ଅନ୍ୟକିଛି ହେବ ତାହା ଆଗକୁ ଜଣା ପଡିବ l

ତପସ୍ୱିନୀ ସୁମିତଙ୍କୁ ଏକାଠି ରଖିବାପାଇଁ ସୁର ରାଉତରାୟ ପରାମର୍ଶ ଦେଇଥିବା ବେଳେ ମାନ୍ୟବର କୋର୍ଟ ମଧ୍ୟ ସମାନ ରାୟ ଦେଇଥିଲେ l

ବର୍ତ୍ତମାନ ଦୁହିଁଙ୍କ ମତାନ୍ତର ଦୂର ହେଉଛି କି ବଢୁଛି ତାହା ଆଉ ତିନିଦିନ ମଧ୍ୟରେ ଜଣା ପଡ଼ିଯିବ l ଅଧିକାଂଶ ଲୋକେ ତାଙ୍କ ମଧ୍ୟରେ ଉତ୍ତମ ବୁଝାମଣା ହେଇଯିବ ବୋଲି ଆଶା ରଖିଛନ୍ତି l

Leave a Reply

Your email address will not be published. Required fields are marked *