Tapaswini-sumit ମାମଲାରେ ସତ ସମ୍ନାକୁ ଆଣିଲେ ତପସ୍ୱିନୀ social media ରେ ଓଗାଳିଲେ ସବୁ ସତ

ସୁମିତ୍ କାହାକୁ ଖାତିର କରୁନାହାନ୍ତି ବୋଲି ତପଶ୍ୱନି କହିଛନ୍ତି।ସେ ନିଜେ କହିଥିଲେ ବ୍ୟବସାୟ ସମ୍ବନ୍ଧୀୟ ଭୁଲ୍ କାମ କରିଛନ୍ତି ।

ଆଉ ଓକିଲ କହୁଛନ୍ତି ଘର ଖୋଜିବା ପାଇଁ ସେ ଯାଇଛନ୍ତି। ତପଶ୍ଵନୀ କହୁଛନ୍ତି ଖାଲି ଘର ଖୋଜିଦେଲେ ହେବ କି?ଏଇଟା କଣ ମୋ ଘର ନୁହେଁ।ଘରେ ନଥିଲେ ମୁଁ ଦାଣ୍ଡରେ ୧୦ ଦିନ ହେଲାଣି ରହୁନଥିଲି।ସେତେବେଳେ ଖୋଜୁନଥିଲେ।ଓକିଲ ମିଛ କହୁଛନ୍ତି।

ଯେହେତୁ ସେ ଜଣେ ଓକିଲ ତାଙ୍କ ସପକ୍ଷରେ ହିଁ କହିବେ ,ତାଙ୍କ ଓକିଲ କଣ ମୋ ସପକ୍ଷରେ କହିବ କି।କିନ୍ତୁ ସେ ଯାହା କରିଲେ ବହୁତ୍ ଖରାପ୍ ହେଲା।ହସ୍ପିଟାଲର କତୃପକ୍ଷ ତାଙ୍କର ବିଚାର ରଖିଛନ୍ତି ଯ l

ସେ ଫେରାର ହୋଇନାହାନ୍ତି ତାହେଲେ ଫୋନ କାଇଁ ଉଠାଉନଥିଲେ।ସେ କହିଲେ କି ଭୁଲ୍ କରିଛନ୍ତି ବୋଲି ତାହେଲେ ଭୁଲ୍ ପାଇଁ ଦଣ୍ଡ ଅଛି ନା ନାଇଁ ଏମିତି ମାଗଣାରେ ଛାଡ଼ିଦେବେ।ଯଦି ଛାଡ଼ିଦେବେ ତାହେଲେ ନ୍ୟାୟ ଉପରେ ଭରସା ଉଠିଯିବ।

ଏତେ ହେଲା ପରେ ବି ଏଯାଏଁ ସେ କିଛି ବି ଦାୟିତ୍ଵ ନେଇନାହାନ୍ତି।ଖାତିର ହିଁ କରନ୍ତିନି ଦୁନିଆକୁ ଏମିତି କହିଛନ୍ତି ତପଶ୍ୱନୀ।

କଣ କହିଛନ୍ତି କି ଖାଲି ଘର ଖୋଜିବା ପାଇଁ ଆହୁରି ବି କୁହାଯାଇଛି ଦାୟିତ୍ଵ ନେବେ ବୋଲି ।ମୌଳିକ ଅଧିକାର କଣ ସ୍ୱାମୀର?ଫେରାର ହୋଇ ପଳେଇବା,ଲୁଚିକରି ସାଙ୍ଗ ଘରେ ରୁମ୍ ଖୋଜିବା ଏଇଟା କି? ଏହିଭଳି ଭାବେ ତପସ୍ୱିନୀ କହିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top