ତପସ୍ଵିନୀ ଙ୍କୁ ନାରୀ ଶକ୍ତି ମିଳିଥିବା ବେଳେ ବର୍ତ୍ତମାନ୍ ଓଡ଼ିଶାର ଭାଇ ମାନେ ବି କୋଣ ଅନୁକଣ ରୁ ଆସି ପହଂଚିଛନ୍ତି ତପସ୍ୱିନୀ ଙ୍କୁ ନ୍ୟାୟ ଦେବାପାଇଁ ।
କୁ
ଏହା ଓଡ଼ିଶାର ଏକତା ଭାବେ ଜଣାପଡ଼ିଲା କିପରି ଧୀରେ ଧୀରେ ଲୋକଙ୍କ ବୃଦ୍ଧି ହେଉଛି ଓଡ଼ିଶାର ଝିଅଙ୍କୁ ନ୍ୟାୟ ଦେବାପାଇଁ ତାହା ଆଜି ସ୍ପଷ୍ଟ ହୋଇଛି । ତପସ୍ଵିନୀ ଙ୍କୁ ଘରୁ ପସେଇବାପାଇଁ ଜାରି କରିଛନ୍ତି ।
ବର୍ତ୍ତମାନ ସମସ୍ତଙ୍କ ସ୍ୱର୍ ଗୋଟିଏ । ନ୍ୟାୟ ଦେବା ଦାବିରେ ସ୍ଥାନୀୟ ଲୋକେ ଏବଂ ଓଡ଼ିଶା ବାସୀ । ତପସ୍ଵିନୀ ଙ୍କୁ ବର୍ତ୍ତମାନ ନ୍ୟାୟ ପାଇବା ପାଇଁ ନୂଆ ସୂର୍ଯ ଉଦୟ ହୋଇଛନ୍ତି ।
ସମସ୍ତେ ଜୋର୍ ଦେଇ ତାଙ୍କୁ ନ୍ୟାୟ ଦେବାପାଇଁ ଚେଷ୍ଟା କରିଛନ୍ତି । ତପସ୍ଵିନୀ ଙ୍କୁ ନ୍ୟାୟ ନ ମିଳିଲେ ଓଡ଼ିଶାର ପ୍ରତ୍ୟେକ ଝିଅ ବୋହୂ ଙ୍କ ପାଇଁ ଏହା ଅଭିଶାପ ସ୍ୱରୂପ ହେବ ବୋଲି ସ୍ପଷ୍ଟ ହୋଇଛି ।
ତେଣୁକରି ହଜାର ହଜାର ଲୋକ ତାଙ୍କୁ ସାହାର୍ଯ୍ୟ ର ହାତ ବଢାଇଛନ୍ତି ଏବଂ ତାଙ୍କୁ ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ତାଙ୍କ ସହ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ସ୍ଥାନୀୟ ବାସିନ୍ଦା ଏବଂ ଦୂର ଦୁରନ୍ତାର ଓଡ଼ିଶା ବାସୀ ।