ଆଜି ହେବ court ରେ Tapaswini ଙ୍କ ଶୁଣାଣି, sumit ର ହେବେ କି ଫେରିବେ ଘରକୁ

ତପସ୍ୱିନୀ ଙ୍କୁ ନ୍ୟାୟ ନ ମିଳିଲା ଯାଏଁ ସ୍ବାମୀ ସୁମିତ ଙ୍କ ଘର ସାମ୍ନାରେ ବସି ରହିଛନ୍ତି ।ପ୍ରମିଳା ମା ତପଶ୍ୱନି ଙ୍କ ପାଇଁ ମୁହଁ ଖୋଲିଲେ ।ଏବଂ କହିଛନ୍ତି ଆମେ ଛାଡ଼ିବୁ ନାହିଁ।ସେ ଘରକୁ ତପଶ୍ଵନି ଯିବ।ଆଉ ଯଦି ଆମକୁ ଆଟାକ୍ କରନ୍ତି ତାହେଲେ ଆମେ କାହାରିକୁ ଛାଡ଼ିବୁ ନାହିଁ।

୨୦ ତାରିଖ ପରେ ମୋ ଝିଅ ସେହି ଘରକୁ ହିଁ ଯିବ।ଅସଂଖ୍ୟ ବର୍ତ୍ତମାନ ସହଯୋଗ କରିଛନ୍ତି ନାରୀମାନେ ଝିଅ ତପଶ୍ଵନି ଙ୍କୁ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି ସେହି ସ୍ଵର ଉତ୍ତୋଳନ କରି ସହଯୋଗ କରନ୍ତୁ ନ୍ୟାୟ ମିଳିବ। ବର୍ତମାନ ୨୦ ତାରିଖ ପରେ ଝିଅ ତା ଶାଶୁଘର କୁ ହିଁ ଯିବ।

ଆସନ୍ତା ୨୦ ତାରିଖ ରେ ଶୁଣାଣି ରହିଛି।ଏହି ଶୁଣାଣି କେବଳ ବ୍ରହ୍ମପୁର ଗଞ୍ଜାମର ସାରା ଓଡ଼ିଶା ଚାହିଁ ବସିଛନ୍ତି ଯେ କଣ ରାୟ ଦେବେ ଆଉ ଶୁଣାଣି ଆସିବ। ଡାକ୍ତର ସୁମିତ ଓ ତପଶ୍ୱନି ଏକାଠି ମିଶିକି ରହିବେ? ନା ଭଡ଼ା ଘରେ ରହିବେ। ଜର୍ଜ ଶାହେବା ଯାହା ରାୟ ଦେବେ ସେ ଶୁଣିବେ।

ପ୍ରମିଳା ମା କହିଥିଲେ ତାଙ୍କୁ ଓ ତପଶ୍ୱନି ଙ୍କୁ ଧମକ ଆସିଥିଲା।ଏସିଡ ପକେଇଦେବେ ବୋଲି।ସେ କିନ୍ତୁ କହିଥିଲେ ଯେତେ ଡରେଇବା କଥା ଡରାନ୍ତୁ କିନ୍ତୁ ଆମେ ନ୍ୟାୟ ନ ମିଳିଲା ଯାଏଁ ପଛକୁ ଘୁଞ୍ଚିବୁ ନାହିଁ।ଏବେ ବି କହିଛନ୍ତି ଯଦି ଆମ ଉପରେ ଆଟାକ୍ ହୁଏ ତାହେଲେ କାହାକୁ ବି ଛାଡ଼ିବି ନାହିଁ।

Leave a Comment

Your email address will not be published. Required fields are marked *

Scroll to Top