ଆଞ୍ଜେଲ୍ ପ୍ରିୟା ହେଇ ଠକୁଥିବା ୪୨୦ ଝିଅ ହେଉଛି OYO ହୋଟେଲ ରେ ରାତି ର ରାଣୀ..

ଗତକାଲି ଧରା ପଡ଼ିଥିବା ଆଞ୍ଜେଲ ପ୍ରିୟା ଙ୍କ କାରନାମା ଶୁଣିଲେ ଆପଣ ବି ମୁଣ୍ଡ ରେ ହାତ ଦେବେ  , ନିଜକୁ କେବେ ଡକ୍ଟର ଛାତ୍ରୀ ଆଉ କେବେ ବିଉଟିସୀୟନ ଆଉ କେବେ ଅଲଗା ଅଲଗା ପରିଚୟ ଦେଇ ପୁଅ ମାନଙ୍କୁ ଫସେଇ ଲୁଟି ଥିବା ଝିଅ ଆଉ କେହି ନୁହେଁ ଜଣେ ଅଧା ବୟସ୍କା ମହିଳା ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡ଼ା ଯାହା ଘର ହେଉଛି ଖୋର୍ଦ୍ଧା ନାଚୁଣୀ ର ବାଲୁଗାଁ ଆଉ ସେ ବିଗତ ୫ ବର୍ଷ ଧରି ଗୋଟେ ସଫ୍ଟୱେର ଇଞ୍ଜିନିୟରିଂ ଯୁବକ କୁ ଚୁନା ଲଗାଉଥିଲେ

ପ୍ରକୃତ ରେ ଯୁବକ ଜଣକ ୫ ରୁ ୭ ଲକ୍ଷ ଟଙ୍କା ଦେଲା ପରେ ସେ ସନ୍ଦେହ ହେବାରୁ ଝିଅ କୁ ସାମନା ସାମନି ଆସିବାକୁ କହିଥଲେ ହେଲେ ବିଭିନ୍ନ ସମୟ ରେ ସେ ଏହାକୁ ଏଡାଇ ଯାଇ କହୁଥିଲେ ମାମୁଁ ରା ,ଦେହ ଖରାପ ଏମିତି କେତେ କଣ ।

ତେବେ ଏସବୁ ରୁ ବିରକ୍ତି ହେଇ ପୁଅ ଜଣକ ମୋର୍ ପଇସା ଫେରାଇ ଦେ କହିବାରୁ ଝିଅ ତାଙ୍କୁ ଅଣଦେଖା କରିବା ଆରମ୍ଭ କରିଦେଲା, ୟା ଭିତରେ ପୁଅ ଜଣକ ଗୁଗଲ ରେ ସେ ଝିଅ ନମ୍ୱର୍ ମାରିବାରୁ ଆସିଥିଲା ପ୍ରିୟଙ୍କା ପ୍ରିୟଦର୍ଶିନୀ କଲ୍ ଗାର୍ଲ୍, ଭୁବନେଶ୍ଵର ମତେ ଯୋଗାଯୋଗ କରନ୍ତୁ ।

ତେବେ ଏଇ ୪୨୦ ମହିଳା ଜଣକ ପଇସା ପାଇଁ ବହୁ ବାର OYO ରେ ରାତି ବିତେଇ ସାରିଛନ୍ତି, ଆଉ ଏମିତି ବେପାର କରି ସେ ନିଜ ଗୁଜୁରାଣ ମେଣ୍ଟାଉଥିଲେ , ତାଙ୍କ ଫେସବୁକ୍ ରେ ସେ ନିଜକୁ ବହୁତ୍ ସୁନ୍ଦରୀ ଆଉ ହଟ୍ କହୁଥିବା ବେଳେ ପ୍ରକୃତ ରେ କେମିତି ଆପଣ ମାନେ ଦେଖି ପାରୁଥିବେ ।

ତେବେ ପୋଲିସ ତାଙ୍କ ଉପରେ ଚଢ଼ାଉ କରି ନଗଟ 1 ଲକ୍ଷ ଟଙ୍କା ସହ ମୋବାଇଲ ଆଉ ବିଭିନ୍ନ ବ୍ୟାଙ୍କ ର ପାସ ବୁକ୍ ବି ଜବତ କରିଛି, ତେବେ ଆହୁରି ତଦନ୍ତ ଜାରି ରହିଛି ୟେ ଏକା କି ଆଉ କିଏ ଏହା ସହ ଜଡିତ ତାହା ଖୋଳତାଡ଼ ଚାଲିଛି

Leave a Comment

Your email address will not be published. Required fields are marked *

Scroll to Top