Ollywood ଦୁନିଆରୁ ଆସିଲା ବଡ ଦୁଃଖ ଖବର Gungun ଙ୍କ ଶହ ଶାଶୁଘରେ ଘଟିଗଲା ଏମିତି ଘଟଣା ଦେଖିଲେ କାନ୍ଦି ପକାଇବେ

ଯଦି ଆପଣମାନେ ଓଲିଉଡ ପ୍ରେମୀ ହୋଇଥିବେ, ତାହେଲେ ଅଭିନେତ୍ରୀ ଗୁନଗୁନ୍‌ ଙ୍କୁ ତ ନିଶ୍ଚୟ ଜାଣିଥିବେ। ଗୁନଗୁନ୍‌ ବହୁ ସମୟ ଧରି ଓଲିଉଡ଼ ଜଗତରେ ଅଭିନୟ କରିଆସୁଛନ୍ତି। ସେ ଅନେକ ଚଳଚ୍ଚିତ୍ର, ଧାରାବାହିକ, ଟିଭି ଶୋରେ ଅଭିନୟ କରିବା ସହ ଷ୍ଟେଜ ଶୋ, ରିଆଲିଟି ଶୋ,ଏଫ୍ ଏମ୍ ରେଡ଼ିଓର ହୋଷ୍ଟ୍ ଭାବେ ଆଙ୍କରିଂ କରିଛନ୍ତି।

ଗୁନଗୁନଙ୍କ ଚଳଚ୍ଚିତ୍ର ମଧ୍ୟରେ “କିଛି ଖଟା କିଛି ମିଠା”,”ସାକ୍ଷୀ ରହିଲା ଏ ସିଂହ ଦ୍ଵାର” ଇତ୍ୟାଦି ଅନ୍ୟତମ। ସେ ଜଣେ ବହୁତ୍ ଭଲ କଳାକାର ଅଟନ୍ତି।ତାଙ୍କ ଅଭିନୟ ବହୁତ୍ ଭଲ ହୋଇଥାଏ।ସେ ତାଙ୍କ ଅଭିନୟ ଦ୍ୱାରା ଲୋକମାନଙ୍କ ଠାରୁ ବହୁତ୍ ଭଲ ପାଇବା ମଧ୍ୟ ପାଇଛନ୍ତି।

ସେ ଅଭିନୟ ଓ ଆଙ୍କରିଂ ଭିତରୁ ଆଙ୍କରିଂ କରିବାକୁ ବେଶି ଭଲ ପାଆନ୍ତି।ଭଲ ଅଭିନୟ କରିଲେ ମଧ୍ୟ ସେ ଜଣେ ଭଲ ମଣିଷ ଅଟନ୍ତି।ଗୁନଗୁନଙ୍କ ର ଏବେ ମ୍ୟାରେଜ୍ ହୋଇଥିଲା। ଯାହାକି ଏବେ ସୋସିଆଲ ମିଡିଆରେ ତାଙ୍କ ବାହାଘର ର ଭିଡିଓ,ଫଟୋ ଭାରରାଲ୍ ହେଉଛି।

ଏବେ ଗୁନଗୁନ ଶାଶୁଘର ଯାଇ ବୁଲାବୁଲି କରି ସମସ୍ତଙ୍କ ସହିତ ଫଟୋ ଉଠାଉଛନ୍ତି।ଭୋଜିରେ ରୋଷେଇ କରୁଛନ୍ତି।ଘର ଲୋକଙ୍କ ସହିତ ମିଶି ଖାଇବାକୁ ଦେଉଛନ୍ତି।ପୂଜା ପାଠରେ ବସି ପୂଜା ଦେଖୁଛନ୍ତି।ତାଙ୍କ ଫ୍ୟାନ ମାନଙ୍କ ସହିତ ଖୁସିରେ ଫଟୋ ମଧ୍ୟ ଉଠେଇଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top