ରାଜ୍ୟ ଖବର

Barsha Priyadarshini ଦେଲେ ସବୁଠୁ ବଡ ଖୁସି ଖବର ଦେଖନ୍ତୁ ଖ୍ୟୁସି ଖବର ଟି କଣ

ବର୍ଷା ଅଲିଉଡ ଇଣ୍ଡଷ୍ଟ୍ରି ସହ ବର୍ତ୍ତମାନ୍ ଏତେ ମାତ୍ରାରେ ଜଡ଼ିତ ନଥାଇ ଦିନକୁ ଦିନ ତାଙ୍କ ବାସ୍ତବ ଦିନରେ ଜଡ଼ିତ ରହିଛନ୍ତି । ଅନୁଭବ ଙ୍କ ଠାରୁ ଅଲଗା ହେବା ପରେ ଅନେକ ଦିନ ଦୁଃଖରେ ରହିଥିଲେ ବର୍ଷା ।

ଅଲିଉଡ ଫିଲ୍ମ ମଧ୍ୟ କରିବା ପାଇଁ କୁଣ୍ଠାବୋଧ କରିଥିଲେ । ଅନୁଭବ ମଧ୍ୟ ବର୍ଷା ଙ୍କ ଠାରୁ ଦୂରେଇ ରହିବା ପରେ ଅନେକ ଉପହାସ ର ପାତ୍ର ପାଲଟି ଥିଲେ ।

ବର୍ତ୍ତମାନ ବର୍ଷା ଙ୍କୁ ନେଇ ଆସିଛି ଖୁସି ଖବର ଯାହାକି ହେଉଛି ବର୍ତ୍ତମାନ୍ ନିଜ ଜୀବନରେ ଆଗକୁ ଯିବା ପାଇଁ ବଢ଼ି ଚାଲିଛନ୍ତି ବର୍ଷା । ନିଜକୁ ପ୍ରେରଣା ଦେବା ସହ ନିଜ ପରିବାର କୁ ପ୍ରେରଣା ଦେବାପାଇଁ ମଧ୍ୟ ଆଗେଇ ଆସିଛନ୍ତି ।

କୌଣସି ସମୟରେ ଏକା ନରହି ନିଜ ପରିବାର ଲୋକଙ୍କୁ ସମୟ ଦେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସମୟ ସମୟରେ ନିଜ ପରିବାର ସଦସ୍ୟ ଛୋଟ ପିଲାଙ୍କ ସହ ମଧ୍ୟ ସମୟ କାଟୁଥିବା ର ଦେଖା ଯାଇଛି ବର୍ଷା ପ୍ରିୟଦର୍ଶିନି । ଯେଉଁ ଭିଡିଓ ସବୁ ଦେଖିବା ପରେ ସମସ୍ତେ ଖୁସିରେ ଅଛନ୍ତି ।

ବର୍ଷା ଙ୍କ ଶୁଭ ଚିନ୍ତା କରୁଥିବା ବ୍ୟକ୍ତି ମାନେ ମଧ୍ୟ ଖୁସି ଅଛନ୍ତି । ଯଦି ଆପଣ ମଧ୍ୟ ବର୍ଷା ପ୍ରିୟଦର୍ଶିନୀ ଙ୍କ ଅଭିନୟ ପସନ୍ଦ କରନ୍ତି ତେବେ ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଆମକୁ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *