ଆସିଲା କଳିଯୁଗ : କୁକୁର ମାଙ୍କଡ ଗୋଷ୍ଠୀ ସଂଘର୍ଷ, ଶତାଧିକ କୁକୁର ଆଉ ମାଙ୍କଡ ଙ୍କ ଦେହାନ୍ତ, video viral ଦେଖନ୍ତୁ

ଏହା କିଛି ମାସ ପୂର୍ବରୁ ଆରମ୍ଭ ହୋଇଥିଲା – ବୁଲା କୁକୁର ଏବଂ ମାଙ୍କଡ ମଧ୍ୟରେ ଯୁଦ୍ଧ | ଯାହାକୁ “ପ୍ରତିଶୋଧ ହ-ତ୍ୟା” ବୋଲି କୁହାଯାଇପାରେ, ନିକଟସ୍ଥ ଜଙ୍ଗଲରୁ ମାଙ୍କଡମାନଙ୍କର ଏକ ସେନ୍ୟ ମହାରାଷ୍ଟ୍ରର ବିଡ୍ ଜିଲ୍ଲାର ଲାଭୋଲ୍ ଗାଁକୁ ଆସି ସେଠାରେ କୁକୁରମାନଙ୍କୁ ମାରିବା ଆରମ୍ଭ କଲେ |  ଚାରି ମାସ ପୂର୍ବେ ସେହି ଦିନଠାରୁ, ମାଙ୍କଡମାନେ ମାଜାଲଗାଓଁର ଲାଭୋଲ ଗାଁରୁ ପ୍ରାୟ 100 ଟି କୁୁକୁର ଛୁଆଙ୍କୁ ହତ୍ୟା କରିଥିଲେ |

କହିବାକୁ ଗଲେ ହୁଏତ କୁକୁର ମାନଙ୍କ ଗୋଷ୍ଟି ଗୋଟେ ମାଙ୍କଡ ଛୁଆ କୁ ଗୋଡେଇ ଗୋଡେଇ କାମୁଡି ମାରିଦେଇଥିଲେ ଆଉ ଯାହା ଫଳ ରେ ବାକି ମାଙ୍କଡ ମାନେ ପ୍ରତିଶୋଧ ପରାୟଣ ହେଇ କୁକୁର ମାନଙ୍କ ଛୁଆ କୁ ଏମିତି ଗଛ ଉପରକୁ ନେଇ ତଳକୁ ଫୋପାଡି ମାରୁଥିବା ନଜିର ଆସିଚି

ଏଇ ଘଟଣା ରେ ଗାଆଁ ରେ ଚାଞ୍ଚଲ୍ୟ ଖେଳି ଯାଇଚି, କୁକୁର ଆଉ ମାଙ୍କଡ ଙ୍କ ଏହି ଝଗଡା କୁ ରୋକିବାକୁ ବନ ବିଭାଗ କୁ ଯଥେଷ୍ଟ ପରିଶ୍ରମ କରିବାକୁ ପଡିଛି ହେଲେ ଫଳ କିଛି ମିଳି ନାହିଁ, ଦୁଇଟି ମାଙ୍କଡ ଙ୍କୁ ଧରି ବନ ବିଭାଗ ଦୂର ରେ ଛାଡ଼ି ଥିବା ଜଣାପଡ଼ିଚି

କୁକୁର ମାନଙ୍କୁ ବଞ୍ଚାଇବାକୁ ଯାଇ ଲୋକମାନେ ମଧ୍ୟ ମାଙ୍କଡ ମାନଙ୍କର ଶିକାର ହେଉଛନ୍ତି।ଯେତେବେଳେ ଗୋଟେ ମାଙ୍କଡ ଛୁଆକୁ କୁକୁର ମାରିଦେଇଥିଲେ ସେବେଠୁ ମାଙ୍କଡ ମାନେ ପ୍ରତିଶୋଧ ନେଉଛନ୍ତି ବୋଲି ଜଣାପଡିଛି, ବଣ ବିଭାଗୀୟ କିଛି ମାଙ୍କଡ ଙ୍କୁ ବାନ୍ଧିକରି ସୁରକ୍ଷିତ ସ୍ଥାନରେ ଛାଡିଛନ୍ତି।ଏହି ଭିଡିଓ ଟି ଭାଇରାଲ ହେଉଛି।

Leave a Comment

Your email address will not be published. Required fields are marked *

Scroll to Top