ରାଜ୍ୟ ଖବରଭାଇରାଲ ଭିଡିଓ

ପାଣିକୁ ଡେଇଁ ଚିତାବାଘ କଲା କୁମ୍ଭୀରର ଶି-କା-ର, ଦେଖିଲେ ଲୋମଟାଙ୍କୁରି ଉଠିବ

କୁହାଯାଏ ଯେ ନିଜ ଅଞ୍ଚଳରେ ଥିଲେ କୁକୁର ବି ସିଂହ ହୋଇଯାଏ | ଯେପରି ସିଂହ ଜଙ୍ଗଲରେ ରାଜା ହୋଇଥାଏ, ସେହିପରି କୁମ୍ଭୀର ମଧ୍ୟ ପାଣିରେ କୌଣସି ସଇତାନ ଠାରୁ କମ ହୋଇନଥାଏ | ପାଣିରେ ପଶି କୁମ୍ଭୀରକୁ ଶି-କା-ର କରିବା ବିଷୟରେ କେହି ଚିନ୍ତା ମଧ୍ୟ କରିପାରିବ ନାହିଁ | କିନ୍ତୁ ଏହି ଭିଡିଓ ଦେଖି ଆପଣଙ୍କର ଏହି ଭାବନା ଭୁଲ ହୋଇପାରେ |

ଏହି ଭିଡିଓକୁ ଦେଖି ଆପଣଙ୍କର ଲୋମ ଟାଙ୍କୁରି ଉଠିବ | ଏହି ଭିଡିଓକୁ ଦେଖି ଆପଣ ଏହା ମଧ୍ୟ କହିପାରିବେ ଯେ ବେଳେବେଳେ ନିଜ ଘରେ ଥାଇ ମଧ୍ୟ ରାଜାର ଶିକାର ହୋଇପାରେ ଏବଂ ସେ କିଛି ବି କରିପାରିବ ନାହିଁ | ଏମିତି ହିଁ ହୋଇଛି | କଣ କେବେ କୌଣସି କୁମ୍ଭୀର ଭାବିଥିବ ଯେ ପାଣିକୁ ଆସି କୌଣସି ଚିତାବାଘ ତାକୁ ଶି-କା-ର କରିପାରେ ଏବଂ ସେ କିଛି ବି କରିପାରିବ ନାହିଁ |

ଏହି ଭିଡିଓରେ ଗୋଟିଏ କୁମ୍ଭୀର ଅଛି, ଯିଏ କି ପାଣିର ରାଜା ଅଟେ | ଗୋଟିଏ ଚିତାବାଘ ମଧ୍ୟ ମାଟିରେ ଅଛି, ଯିଏ କି ଯେକୌଣସି ପଶୁକୁ ମଧ୍ୟ ଶିକାର କରିପାରେ | ଉଭୟେ ହିଁ ନିଜ ନିଜ ଅଞ୍ଚଳରେ ସିଂହ ଅଟନ୍ତି | କିନ୍ତୁ ଅଚାନକ ଚିତାବାଘ ଉଚ୍ଚରୁ ପାଣିରେ ଡେଇଁପଡ଼େ |

ସେ ପାଣିରେ ଡେଇଁବାପରେ କୁମ୍ଭୀର ତାର ମଜବୁତ ପାଟି ମଝାମଝି ଥାଏ | ଏହାପରେ ଦୁହେଁ ନିଜ ନିଜର ପାୱାର ଦେଖାଇ ଲଢେଇ କରିଥାନ୍ତି | କିନ୍ତୁ ସେଠାରେ ମଧ୍ୟ ଚିତାବାଘ କୁମ୍ଭୀର ଉପରେ ଭାରି ପଡ଼ିଯାଏ | ଚିତାବାଘ ଯେତେବେଳେ ନିଜ ପାଟିରେ କୁମ୍ଭୀରକୁ ଦବାଇ ପାଣିରୁ ବାହାରୁଥାଏ, ସେତେବେଳେ ତା ମୁହଁରେ ବିଜୟ ସ୍ପଷ୍ଟ ଭାବରେ ଝଲସି ଉଠୁଥାଏ |

ଚିତାବାଘ କୁମ୍ଭୀରକୁ ନିଜ ପାଟିରେ ଧରି ପାଣିରୁ ବାହାରକୁ ଟାଣିଆଣେ | ଏହାପରେ ସେ ଏକ ଉଚ୍ଚ ସ୍ଥାନକୁ କୁମ୍ଭୀରକୁ ନେଇଯାଏ | ଏହି ଭିଡିଓ ସର୍ଜିକାଲ ଷ୍ଟ୍ରାଇକ ଭଳି ଅଟେ | ଜଣେ ରାଜା ଅନ୍ୟ ରାଜ୍ୟରେ ପଶି ତାକୁ ଶି-କା-ର କରି ଫେରିଆସେ |

Leave a Reply

Your email address will not be published. Required fields are marked *