ରାଜ୍ୟ ଖବର

ଯେତେବେଳେ ପୁଅ ମାନଙ୍କୁ ମାଳିସାହିର ଏହି ଝିଅଟି ଦେଲା ଖୁଲାମ ଖୁଲା ଅଫର ତା ପରେ ଯାହା ହେଲା ଆପଣ ଙ୍କ ଦେହ ବି ଶୀତେଇ ଯିବ

ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଏକ ଭିଡ଼ିଓ ଯେଉଁଥିରେ ଝିଅଟି ଖୁଲମ ଖୁଲା ଯୁବକମାନଙ୍କୁ ନିଜ ସହ ସ-ମ୍ବନ୍ଧ ରଖିବାରେ ଅଫର ଦେଇଛି l ଏବଂ କହିଛି ଏସବୁ କାମ ଏଠି ସବୁ ଚଳେ ଏବଂ ସବୁକିଛି 400 ଟଙ୍କାରୁ ଆରମ୍ଭ ଚାଲିଛି ଆପଣ ଚାହିଁଲେ ସମସ୍ତେ ଆସିପାରିବେ l କିନ୍ତୁ ଯୁବକ ଜଣଙ୍କ ତାଙ୍କୁ ସେଠାରୁ ଯିବାକୁ କହିଛନ୍ତି ଏବଂ ତାଙ୍କ ମୁଡ଼ ଅଫ ନ କରିବାପାଇଁ ପରାମର୍ଶ ଦେଇଥିଲେ l

ମାତ୍ର ଯୁବତୀ ଜଣଙ୍କ ସେଠାରୁ ନ ଯାଇ ବାରମ୍ବାର ତାଙ୍କୁ ବାଧ୍ୟ କରୁଥିଲେ ଏବଂ ସବୁକିଛି ଠିକ ଭାବରେ ହେଇଯିବ କେହି ମଧ୍ୟ ଯାଇପାରିବେ ନାହିଁ l ଏହି ଦୃଶ୍ୟ ଟି କଏଦ ହୋଇଛି କ୍ୟାମେରା ମାଧ୍ୟମରେ ଝିଅ ଜଣଙ୍କ ଯୁବକ ମାନଙ୍କୁ ସହ କଥା ହେଉଥିବା ସମୟରେ ତାଙ୍କ ସାଥି ଜଣଙ୍କ ଏହି ଭିଡ଼ିଓ ଜାରି କରିଥିଲେ l

ଏବଂ ପରେ ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ବେଶ ଭାଇରଲ ହୋଇଥିଲା l ଏହିପରି ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବା ନୀତିଦିନିଆ ହୋଇଯାଇଥିବା ବେଳେ ଏହାକୁ ଦେଖି ଲୋକେ ନାପସନ୍ଦ କରିଥିଲେ l

Leave a Reply

Your email address will not be published. Required fields are marked *