ରାଜ୍ୟ ଖବରଭାଇରାଲ ଭିଡିଓ

ବାଜପକ୍ଷୀ କଲା ଖତରନାକ ସାପର ଶି-କା-ର, ଭିଡିଓରେ ଦେଖନ୍ତୁ କିପରି ନାଗରାଜକୁ ଖୁମ୍ପି ଖୁମ୍ପି ଦେଲା ଯ-ନ୍ତ୍ର-ଣା-ଦା-ୟ-କ ମୃ-ତ୍ୟୁ

ପ୍ରକୃତିରେ ଅସଂଖ୍ୟ ପ୍ରଜାତିର ଜୀବଜନ୍ତୁ ଦେଖାଯାନ୍ତି, ଯେଉଁମାନଙ୍କ ମଧ୍ୟରୁ କିଛି ବହୁତ ଖତରନାକ ହୋଇଥାନ୍ତି ତ ଆଉ କିଛି ସିଧାସାଧା ହୋଇଥାନ୍ତି | କିଛି ଜୀବ ଏତେ ଖତରନାକ ହୋଇଥାନ୍ତି ଯେ ସେମାନଙ୍କୁ ଦେଖିଲେ ମଣିଷମାନେ ମଧ୍ୟ ଡରିଯାନ୍ତି | ସେମାନଙ୍କ ମଧ୍ୟରେ ସିଂହ, ଚିତାବାଘ ଏବଂ ସାପ ମଧ୍ୟ ସାମିଲ ଅଟେ | ସାପ ଏତେ ଖତରନାକ ହୋଇଥାଏ ଯେ ତାକୁ ଅନ୍ୟ ଜୀବଜନ୍ତୁ ମଧ୍ୟ ଡରିଥାନ୍ତି, କିନ୍ତୁ ଏପରି କିଛି ଜୀବଜନ୍ତୁ ମଧ୍ୟ ଅଛନ୍ତି ଯେଉଁମାନେ ସାପକୁ ଦେଖି ଟା ଉପରେ ଆ-କ୍ର-ମ-ଣ କରିଦିଅନ୍ତି ଏବଂ କିଛି ସମୟ ମଧ୍ୟରେ ହିଁ ତାକୁ ମା-ରି-ଦି-ଅ-ନ୍ତି | ଏଥିରେ ନେଉଳ, ବାଜପକ୍ଷୀ କିମ୍ବା ଚିଲ ମଧ୍ୟ ସାମିଲ ଅଟେ | ଯେପରି ନେଉଳ ସାପକୁ ଦେଖିବାମାତ୍ରେ ତା ଉପରେ ଆ-କ୍ର-ମ-ଣ କରି ଦେଇଥାଏ, ସେହିପରି ପଯ୍ପାଖି ମଧ୍ୟ ସାପକୁ ନିଜ ପଞ୍ଝାରେ ଦବାଇ ଆକାଶକୁ ଉଡ଼ିଯାଏ ଏବଂ ତାକୁ ନିଜର ଶି-କା-ର କରିଦିଏ |

ସୋସିଆଲ ମିଡିଆରେ ଆଜି ଆମକୁ ଏପରି ଏକ ଭିଡିଓ ଦେଖିବାକୁ ମିଳିଲା | ଯେଉଁଥିରେ ଗୋଟିଏ ବାଜପକ୍ଷୀ ଏକ ବିଷାକ୍ତ ସାପକୁ ଏହିପରି ଭାବେ ଶି-କା-ର କରୁଛି ଯେ ଏହା ଦେଖି ଆପଣଙ୍କୁ ମଧ୍ୟ ସାପ ଉପରେ ଦୟା ଲାଗିବ | ଏହି ଭିଡିଓକୁ ନାଜି ଅଲ ତଖୀମ ନାମକ ଜଣେ ୟୁଟ୍ୟୁବ ୟୁଜର ନିଜ ଆକାଉଣ୍ଟରୁ ସେୟାର କରିଛନ୍ତି | ଏହି ଭିଡିଓକୁ ସୋସିଆଲ ୟୁଜରମାନେ ବହୁତ ପସନ୍ଦ କରୁଛନ୍ତି | ଏହି ଭିଡିଓରେ ଆପଣ ଦେଖିଆପରିବେ ଯେ ଗୋଟିଏ ବାଜପକ୍ଷୀ ଏକ ବିଷାକ୍ତ ସାପକୁ ଧରିନେଇଛି | ସାପଟି ଦେଖିବାକୁ ବହୁତ ବିଷାକ୍ତ ଦେଖାଯାଉଛି | ବାଜପକ୍ଷୀ ସାପକୁ ଧରି ରାସ୍ତାରେ ପକାଇଛି ଏବଂ ତା ଉପରେ ନିଜର ମଜବୁତ ପଞ୍ଝା ମାରି ବସିଛି |

ସାପ ବାଜପକ୍ଷୀର କବଳରୁ ମୁକୁଳିବା ପାଇଁ ବହୁତ ଦୟନୀୟ ଅବସ୍ଥାରେ ଛଟପଟ ହେଉଛି ଏବଂ ସେ ଯେକୌଣସି ପରିସ୍ଥିତିରେ ବାଜପକ୍ଷୀ କବଳରୁ ମୁକୁଳିବାକୁ ଚେଷ୍ଟା କରୁଛି | କିନ୍ତୁ ବାଜପକ୍ଷୀ ଏତେବଡ ଶି-କା-ରୀ ଯେ ସେ ସାପକୁ ଛାଡିବା ତ ଦୂରର କଥା ତାକୁ ଟିକେ ଦୁରକୁ ଯିବାକୁ ମଧ୍ୟ ଦେଉନାହିଁ | ସେହି ସମୟରେ ବାଜପକ୍ଷୀ ଛଟପଟ ହେଉଥିବା ସାପକୁ ନିଜ ତୀକ୍ଷ୍ଣ ଥଣ୍ଟରେ ଧରି ଫାଡ଼ିବା ଆରମ୍ଭ କରିଦିଏ | ବାଜପକ୍ଷୀ ସାପକୁ ଖୁମ୍ପିବା ଆରମ୍ଭ କରିବାମାତ୍ରେ ସାପ ଆହୁରି ଜୋରରେ ଛଟପଟ ହେବାକୁ ଲାଗେ |

କିଛି ସମୟ ମଧ୍ୟରେ ବାଜପକ୍ଷୀ ସାପକୁ ଫାଡ଼ିଦିଏ ଏବଂ ତାର ଅନ୍ତନାଳୀ ବାହାର କରି ଖାଇବାକୁ ଲାଗେ | ହୋଇପାରେ ଯେ କିଛି ୟୁଜର୍ସ ଏହି ଭିଡିଓକୁ ଦେଖି ବିଚଳିତ ହୋଇଯାଇଥିବେ | କାରଣ ବାଜପକ୍ଷୀ ଯେପରି ଭାବେ ସାପକୁ ମୃ-ତ୍ୟୁ ଦେଲା, ସେଥିରୁ ବାଜପକ୍ଷୀ କେତେ ଯେ ଖତରନାକ ଶି-କା-ରୀ ତାହା ସ୍ପଷ୍ଟ ହୋଇଯାଏ | ମରିବା ପର୍ଯ୍ୟନ୍ତ ସାପ ବହୁତ ଛଟପଟ ହୁଏ, କିନ୍ତୁ ବାଜପକ୍ଷୀ ତା ଉପରେ ଟିକେ ହେଲେ ବି ଦୟା ଦେଖାଏ ନାହିଁ |

Leave a Reply

Your email address will not be published. Required fields are marked *