ଶଶୁର କରିଦେଲା ବୋହୂ ସହ ଖରାପ୍ କାମ, ସତ ଜାଣିଲେ ମୁଣ୍ଡ ରେ ହାତ ଦେବେ…

ରାଜସ୍ତାନର ଭବାଡିରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି।ଅଭିଯୋଗ ହୋଇଛି କେବଳ ମହିଳାଙ୍କ ନିକଟିୟ ସମ୍ପର୍କୀୟ ମାନେ ତାଙ୍କୁ ଅନେକ ଦିନ ଧରି ଅ-ସ-ଦା-ଚ-ର-ଣ କରିଥିଲେ। ମହିଳାଙ୍କ ଦୁଃଖ ଶୁଣିବା ପରେ ବର୍ତ୍ତମାନ ପୋଲିସ୍ ଏହାର ତଦନ୍ତ ଆରମ୍ଭ କରିଛି।ମହିଳା ଜଣଙ୍କ ଅଳ୍ପ ବୟସରେ ବିବାହ କରିଥିଲେ ସେବେଠାରୁ ତାଙ୍କୁ ଦୁ-ଷ୍କ-ର୍ମ କରାଯାଉଥିଲା। ୧୭ ବର୍ଷ ବୟସରେ ତାଙ୍କ ଶଶୁର ବ-ଳା-ତ୍କା-ର କରିଥିବା ଅଭିଯୋଗ କରିଛନ୍ତି ।

 

ସାହାଯ୍ୟ ପାଇଁ ସ୍ଵାମୀ ଏବଂ ଶାଶୂଙ୍କୁ ମଧ୍ୟ କହିଥିଲେ କିନ୍ତୁ କିଛି ନ ଶୁଣି ମାରିଥିଲେ।୧୭ ବର୍ଷ ବୟସରୁ ମହିଳାଙ୍କୁ ଦୁ-ଷ୍କ-ର୍ମ କରାଯାଇଥିଲା।ଏହା ସହିତ ଭାଉଜ ପ୍ରତେକ ମାସ ତାଙ୍କ ସହିତ ସମାନ କାର୍ଯ୍ୟ ମଧ୍ୟ କରିଥିଲେ ।ତାଙ୍କର ଭିଡିଓ ମାସ କରି ବ୍ଲାକମେଲ କରିଥିଲେ। ଅଭିଯୋଗରେ କୁହାଯାଇଛି ଯେ ବେଳେ ବେଳେ ତାଙ୍କ ଶାଶୂଙ୍କର ଦୁଇଭାଇ ମଧ୍ୟ ଆସୁଥିଲେ |ଥଣ୍ଡା ପାନୀୟରେ ବିଷାକ୍ତ ଜିନିଷ ମିଶାଇ ମହିଳାଙ୍କୁ ଅଚେତ୍ କରି ଦେଇ ଦୁ-ଷ୍କ-ର୍ମ କରିଥିଲେ।

୨୦୧୯ ଏବଂ ୨୦୨୦ରେ ସେ ଦୁଇଥର ଗର୍ଭବତୀ ହୋଇଥିଲେ। ଏବଂ ପରେ ଗର୍ଭପାତ କଲେ। ମାର୍ଚ୍ଚ ୨୦୨୧ ରେ ପୀଡ଼ିତାଙ୍କ ସ୍ଵାମୀ ଦ୍ୱିତୀୟ ଥର ବିବାହ କରିଥିଲେ |ମହିଳା ଜଣଙ୍କ ତାଙ୍କ ପରିବାର ଲୋକଙ୍କୁ ଏହି ବିଷୟରେ ଜଣାଇଥିଲେ । ସେ ତାଙ୍କୁ ପୋଲିସ୍ ଷ୍ଟେସନକୁ ନେଇଥିଲେ ଏବଂ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିଲା ଏହି ଅଭିଯୋଗର ପୋଲିସ ତଦନ୍ତ କରୁଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top