ରାଜ୍ୟ ଖବର

ଶଶୁର କରିଦେଲା ବୋହୂ ସହ ଖରାପ୍ କାମ, ସତ ଜାଣିଲେ ମୁଣ୍ଡ ରେ ହାତ ଦେବେ…

ରାଜସ୍ତାନର ଭବାଡିରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି।ଅଭିଯୋଗ ହୋଇଛି କେବଳ ମହିଳାଙ୍କ ନିକଟିୟ ସମ୍ପର୍କୀୟ ମାନେ ତାଙ୍କୁ ଅନେକ ଦିନ ଧରି ଅ-ସ-ଦା-ଚ-ର-ଣ କରିଥିଲେ। ମହିଳାଙ୍କ ଦୁଃଖ ଶୁଣିବା ପରେ ବର୍ତ୍ତମାନ ପୋଲିସ୍ ଏହାର ତଦନ୍ତ ଆରମ୍ଭ କରିଛି।ମହିଳା ଜଣଙ୍କ ଅଳ୍ପ ବୟସରେ ବିବାହ କରିଥିଲେ ସେବେଠାରୁ ତାଙ୍କୁ ଦୁ-ଷ୍କ-ର୍ମ କରାଯାଉଥିଲା। ୧୭ ବର୍ଷ ବୟସରେ ତାଙ୍କ ଶଶୁର ବ-ଳା-ତ୍କା-ର କରିଥିବା ଅଭିଯୋଗ କରିଛନ୍ତି ।

 

ସାହାଯ୍ୟ ପାଇଁ ସ୍ଵାମୀ ଏବଂ ଶାଶୂଙ୍କୁ ମଧ୍ୟ କହିଥିଲେ କିନ୍ତୁ କିଛି ନ ଶୁଣି ମାରିଥିଲେ।୧୭ ବର୍ଷ ବୟସରୁ ମହିଳାଙ୍କୁ ଦୁ-ଷ୍କ-ର୍ମ କରାଯାଇଥିଲା।ଏହା ସହିତ ଭାଉଜ ପ୍ରତେକ ମାସ ତାଙ୍କ ସହିତ ସମାନ କାର୍ଯ୍ୟ ମଧ୍ୟ କରିଥିଲେ ।ତାଙ୍କର ଭିଡିଓ ମାସ କରି ବ୍ଲାକମେଲ କରିଥିଲେ। ଅଭିଯୋଗରେ କୁହାଯାଇଛି ଯେ ବେଳେ ବେଳେ ତାଙ୍କ ଶାଶୂଙ୍କର ଦୁଇଭାଇ ମଧ୍ୟ ଆସୁଥିଲେ |ଥଣ୍ଡା ପାନୀୟରେ ବିଷାକ୍ତ ଜିନିଷ ମିଶାଇ ମହିଳାଙ୍କୁ ଅଚେତ୍ କରି ଦେଇ ଦୁ-ଷ୍କ-ର୍ମ କରିଥିଲେ।

୨୦୧୯ ଏବଂ ୨୦୨୦ରେ ସେ ଦୁଇଥର ଗର୍ଭବତୀ ହୋଇଥିଲେ। ଏବଂ ପରେ ଗର୍ଭପାତ କଲେ। ମାର୍ଚ୍ଚ ୨୦୨୧ ରେ ପୀଡ଼ିତାଙ୍କ ସ୍ଵାମୀ ଦ୍ୱିତୀୟ ଥର ବିବାହ କରିଥିଲେ |ମହିଳା ଜଣଙ୍କ ତାଙ୍କ ପରିବାର ଲୋକଙ୍କୁ ଏହି ବିଷୟରେ ଜଣାଇଥିଲେ । ସେ ତାଙ୍କୁ ପୋଲିସ୍ ଷ୍ଟେସନକୁ ନେଇଥିଲେ ଏବଂ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିଲା ଏହି ଅଭିଯୋଗର ପୋଲିସ ତଦନ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *