ଗର୍ବି ରାନୁ ମଣ୍ଡଳ ଙ୍କ ଉପରେ ତିଆରି ହେବ ଫିଲ୍ମ, ହିମେଶ୍ ରେସମିଆ ବି କରିବେ ରୋଲ୍,…

ରାନୁ ମଣ୍ଡଳ ଙ୍କୁ କିଏ ବା ନ ଜାଣେ, ତାକୁ ରାସ୍ତା କଡ ରୁ ବଲିଉଡ୍ ଯାଏ ଯିବାକୁ ଏତେ ବି ସଂଘର୍ଷ କରିବାକୁ ପଡ଼ିନଥିଲା ,ଜଣେ ଯୁବକ ତାଙ୍କୁ ଭାଇରାଲ୍ କରିଦେଲେ ଆଉ ହିମେସ ରେସମିଆ ତାଙ୍କୁ ଗୀତ ଗାଇବାକୁ ସୁଯୋଗ ଦେଲେ ବାସ ଏତିକି କିକ ଦରକାର୍ ଥିଲା ତାଙ୍କୁ ମିଳିଗଲା ତେବେ ଏବେ ସେ ପୁଣି ରାସ୍ତା ରେ ଭିକ ମାଗିବା ପରିସ୍ଥିତି କୁ ଆସି ଯାଇଛନ୍ତି

ନିକଟ ରେ ସେ ପତ୍ରକାର ମାନଙ୍କୁ ଅଶାଳୀନ ବ୍ୟବହାର କରୁଥିବା ଆଉ ନିଜ ଫ୍ୟାନ ମାନଙ୍କୁ ଧକ୍କା ମାରୁଥିବା ଭିଡିଓ ସାମ୍ନା କୁ ଆସିଥିଲା ଆଉ ଏମିତି ହେଇ ହେଇ ତାଙ୍କୁ ଲୋକ ମାନେ ଘୃଣା କରିବାକୁ ଲାଗିଲେ ଆଉ ସେ ବଲିଉଡ୍ ରୁ ଦୁରେଇବାକୁ ଲାଗିଲେ ହେଲେ ଏବେ ଶୁଣିବାକୁ ମିଳୁଛି ତାଙ୍କ ଜୀବନ ଉପରେ ବାୟୋପିକ ହେବାକୁ ଯାଉଛି

ହସନ୍ତୁନି, ସତ୍ ଘଟଣା , ନିକଟ ରେ ନିର୍ଦ୍ଦେଶକ ହ୍ରିକିକେଶ ମୋଣ୍ଡାଲଙ୍କ ଦ୍ଵାରା ଏହି ବାୟୋପିକର ନାମ ‘ମିସ୍ ରାନୁ ମାରିଆ’ ହେବ, ଏଥିରେ ଅଭିନେତ୍ରୀ ଇଶିକା ଦେ ରାନୁ ଙ୍କ ଭୂମିକା ରେ ନଜର ଆସିବେ ଆଉ ହୀମେସ ବି ନଜର ଆସିବେ

ଗତ ବର୍ଷ ଏହି ଫିଲ୍ମ ଘୋଷଣା କରାଯାଇଥିଲା। ଏହି ଚଳଚ୍ଚିତ୍ରର କାହାଣୀ ରାନୁ ମଣ୍ଡଳଙ୍କ ଜୀବନୀ ଉପରେ ଆଧାରିତ ହେବ। ତା’ର ଯାତ୍ରା ଏହା ମାଧ୍ୟମରେ ଦେଖାଯିବ | ତେବେ ସୁଟିଂ ଆରମ୍ଭ ହେଇ ସାରିଛି ଆଉ ଏଇ ଫିଲ୍ମ ବର୍ଷା ଶେଷ ସୁଦ୍ଧା ରିଲିଜ୍ ହେଇଯିବ ବୋଲି ଆଶା

Leave a Comment

Your email address will not be published. Required fields are marked *

Scroll to Top