ଭାଇରାଲ ଭିଡିଓ

ଶେଷ ସମୟ ଅରିନ୍ଦମ ରେ ବହୁତ୍ ଚେଷ୍ଟା କରୁଥିଲେ ବଞ୍ଚିବାକୁ ହେଲେ…

ଆଜି ର ଦିନ ହୁଏତ ସାମ୍ବାଦିକ ଜଗତ ରେ ଗୋଟେ କଳା ଦିନ ହେଇ ରହିଯିବ, ଓଟିଭି ର ସବୁ ସାମ୍ବାଦିକ ଆଜି ଭୋ ଭୋ ହେଇ କାନ୍ଦିଛନ୍ତି, ଓଟିଭି ର ଜଣେ ବହୁ ପୁରୁଣା ତଥା ସାହସୀ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ମୃତ୍ୟୁ ରେ ଯେମିତି ଭାଙ୍ଗି ପଡ଼ିଛ ଓଟିଭି ଚ୍ୟାନେଲ,

ତେବେ ଏଇ ଅପୂରଣୀୟ କ୍ଷତି ରେ ମର୍ମାହତ ହେଇ ଓଟିଭି କତୃପକ୍ଷ ଜଗତ ମୋହନ ପଣ୍ଡା ମୃତକ ଅରିନ୍ଦମ ଙ୍କ ପରିବାର କୁ ୨୦ ଲକ୍ଷ ଟଙ୍କା ର ଆର୍ଥିକ ସାହାଯ୍ୟ ଦେବା ସହ କହିଛନ୍ତି କି ଆମେ ଆଜିଠୁ ଅରିନ୍ଦମ ଙ୍କ ପରିବାର ର ସମ୍ପୂର୍ଣ୍ଣ ଦାୟିତ୍ଵ ନେବୁ ଏହା ସହ ଏଇ ପଇସା ର ମୂଲ୍ୟ କିଛି ବି ନୁହେଁ ଅରିନ୍ଦମ ଙ୍କ ଜୀବନ ଆଗରେ, ତାଙ୍କ ଭଳି ଜଣେ ନିର୍ଭୀକ ସାମ୍ବାଦିକ ଆଉ ଭବିଷ୍ୟତ ରେ ଆମେ ପାଇବୁ ନାହିଁ ବୋଲି କହିଛନ୍ତି ଜାଗି ପଣ୍ଡା

ତେବେ ଏଇ ନେଇ ସୁର ରାଉତରାୟ ଙ୍କୁ ପ୍ରଶ୍ନ କର ଯାଇଥିଲା ଆଉ ସେ ବି ଏଇ ଖବର ଶୁଣି ମର୍ମାହତ ବୋଲି କହିଛନ୍ତି ଆଉ ଏହା ସହ ସରକାର ଙ୍କୁ ଅନୁରୋଧ କରିଛନ୍ତି କି ମୃତକ ଅରିନ୍ଦମ ଙ୍କ ପରିବାର କୁ ୫୦ ଲକ୍ଷ ଟଙ୍କା ର କ୍ଷତି ପୂରଣ ଦିଆ ଯାଉ

ତେବେ ମଲା ଲୋକ ତ ଫେରିବନି ତେବେ ଏଇ ନେଇ ସରକାର କେତେ କ୍ଷତି ପୂରଣ ଦେବେ ତାହା ସମୟ କହିବ ଏହା ଭିତରେ ଅରିନ୍ଦମ ଙ୍କ ମର ଶରୀର ସ୍ଵର୍ଗଦ୍ଵାର ଗାଡ଼ି ରେ ତାଙ୍କ ପେତୃକ ଘର କେନ୍ଦୁଝର କୁ ପଠାଇ ଦିଅ ଯାଇଚି ଆଉ ଗତକାଲି ତାଙ୍କ ଶେଷକୃତ୍ୟ ସମ୍ପ୍ପନ୍ ହେବ ବୋଲି ଜଣାପଡିଛି

ଭଗବାନ୍ ତାଙ୍କ ଆତ୍ମା କୁ ଶାନ୍ତି ପ୍ରଦାନ କରନ୍ତୁ, ତେବେ ଅରିନ୍ଦମ ହୁଏତ ବଞ୍ଚିପରି ଥାନ୍ତେ ଯଦି ସେ ନିଜ ଜୀବନ କୁ ବାଜି ଲଗାଇ ଏଭଳି ପଦକ୍ଷେପ ନେଇ ନଥାନ୍ତେ, ଏପଟେ ହାତୀ ନିଜେ ନିଜେ ଉପରୁ ଆସିଗଲା କିନ୍ତୁ ଅରିନ୍ଦମ ଙ୍କ ସହ ଆଉ 2 ଜଣ ଭାସି ଗଲେ, ଏଯାବତ୍ ଜଣେ ନିଖୋଜ ଅଛି ତେବେ ଭଗବାନ୍ ଅରିନ୍ଦମ ଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ

Leave a Reply

Your email address will not be published. Required fields are marked *