ରାଜ୍ୟ ଖବରଭାଇରାଲ ଭିଡିଓ

ନଦୀ କୂଳରେ ବୁଲୁଥିଲେ ବ୍ୟକ୍ତି, ଠିକ ସେତିକିବେଳେ କୁମ୍ଭୀର କରିଦେଲା ଆ-କ୍ର-ମ-ଣ, ଭିଡିଓରେ ଦେଖନ୍ତୁ ତାପରେ କଣ ହେଲା

କୁମ୍ଭୀର ବଡ଼ ବଡ଼ ପଶୁକୁ ସହଜରେ ଶିକାର କରିନେଇଥାନ୍ତି, କିନ୍ତୁ ଅନେକଥର ସେ ମଣିଷ ଉପରେ ମଧ୍ୟ ଆ-କ୍ର-ମ-ଣ କରିଦେଇଥାଏ | ଏପରି ଏକ ଭିଡିଓ ଆମକୁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଲା | ଯେଉଁଥିରେ ନଦୀ କୂଳରେ ବୁଲୁଥିବା ଯୁବକ ଉପରେ ଗୋଟିଏ କୁମ୍ଭୀର ଆ-କ୍ର-ମ-ଣ କରିଦେଲା | ତାପରେ କଣ ହେଲା ଏହା ଆପଣ ଏହି ଭିଡିଓରେ ଦେଖିପାରିବେ | ଏହି ଭିଡିଓକୁ ଡାର୍କ ସାଇଡ ଅଫ ନେଚର ନାମକ ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି | ଏହି ଭିଡିଓକୁ ସେୟାର କରିବା ପରେ ଏହା ଭାଇରଲ ହୋଇଗଲା |

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ଦୁଇ ଲକ୍ଷ ୬୦ ହଜାରରୁ ଅଧିକଥର ଦେଖାଗଲାଣି | ସେହିପରି ୭୩୦୦ରୁ ଅଧିକ ଲିଙ୍କ ଏବଂ ୧୭୦୦ ରୁ ଅଧିକ ରିଟ୍ୱିଟ ମଧ୍ୟ ଏହି ଭିଡିଓକୁ ମିଳିଛି | ଏହି ଭିଡିଓକୁ ସେୟାର କରି କ୍ୟାପ୍ସନରେ ଲେଖାଯାଇଛି, ‘ମୋ ସହ ପ୍ରାଂକ କରନାହିଁ’ |

ଏହି ଭିଡିଓରେ ଆପଣ ଦେଖିପାରିବେ ଯେ କୌଣସି ଏକ ନଦୀରେ ଗୋଟିଏ କୁମ୍ଭୀର ଅଛି | ଏହି ସମୟରେ କୁମ୍ଭୀରର ନଜର ଏକ ଏଣ୍ଡୁଅ ଉପରେ ପଡ଼ିଯାଏ | ତାପରେ ଆଉ କଣ ହେବ, କୁମ୍ଭୀର ଏଣ୍ଡୁଅକୁ ଶିକାର କରିବାପାଇଁ ତା ପଛରେ ଦୌଡିବାକୁ ଲାଗେ | ସେହିପରି ଏଣ୍ଡୁଅ ମଧ୍ୟ ନିଜ ଜୀବନ ବଞ୍ଚାଇବାପାଇଁ ପାଣିରେ ଜୋରରେ ପଳାଇଯାଏ | କୁମ୍ଭୀର ମଧ୍ୟ ଏଣ୍ଡୁଅ ପଛରେ ଦୌଡେ, ଯାହାଦ୍ୱାରା ସେ ତାକୁ ଶି-କା-ର କରିପାରିବ | ପାଣିରୁ ବାହାରିବା ମାତ୍ରେ କୁମ୍ଭୀର ଏଣ୍ଡୁଅକୁ ଗିଳିବାପାଇଁ ଅଧିକ ଚେଷ୍ଟା କରେ, କିନ୍ତୁ କୁମ୍ଭୀର ଆଗକୁ ବଢ଼ିବାମାତ୍ରେ ତାକୁ ଜଣେ ଯୁବକ ମଧ୍ୟ ଦେଖାଯାଏ |

ତାପରେ କୁମ୍ଭୀର ସେହି ଯୁବକକୁ ମଧ୍ୟ ନିଜ ଶି-କା-ର କରିବାକୁ ଚେଷ୍ଟା କରେ | କୁମ୍ଭୀରକୁ ଦେଖି ଯୁବକ ଜୋରରେ ଦୌଡେ | କୁମ୍ଭୀର ତାକୁ ଜୋରରେ ପିଛା କରେ | ତାପରେ କଣ ହେଲା ଏହା ଭିଡିଓରେ ରେକର୍ଡ କରାଯାଇ ନାହିଁ | କିନ୍ତୁ ଭିଡିଓକୁ ଦେଖି ତ ଏପରି ଲାଗୁଛି, କୁମ୍ଭୀର ନିଶ୍ଚିତ ଭାବେ ଯୁବକକୁ ନିଜର ଶି-କା-ର କରିଥିବ, କାରଣ କୁମ୍ଭୀର ସେହି ଯୁବକର ନିକଟତର ହୋଇ ଯାଇଥିଲା |

Leave a Reply

Your email address will not be published. Required fields are marked *