ରାଜ୍ୟ ଖବର

Barsha – Anubhab ଙ୍କୁ ସୁର ଅଜା ଦେଲେ ରାମବାଣ ଟିପ୍ସ ଜାଣନ୍ତୁ କଣ କହିଲେ ସୁର ଅଜା

ବହୁଚର୍ଚିତ ତପସ୍ୱିନୀ ଏବଂ ସୁମିତ ଙ୍କ ଏକାଠି ରହିବା ନେଇ ସାରା ଓଡିଶାରେ ଆଶ୍ବସ୍ତି ହୋଇଛି l ତପସ୍ୱିନୀ ସ୍ୱାମୀଙ୍କୁ ପାଇବାପାଇଁ ଧାରଣା ଦେଇଥିବାବେଳେ ବର୍ତ୍ତମାନ କୋର୍ଟ ର ଅର୍ଡର ଅନୁସାରେ ସୁମିତ ଏବଂ ପତ୍ନୀ ତପସ୍ୱିନୀ ଏକାଠି ସମୟ ବିତାଉଛନ୍ତି ,

ନା ଅଛି କାହାର ଭୟ ଏବଂ ନା ଅଛି କେହି ମଝିରେ କଥା କହିବାକୁ l ଏହି କଥାକୁ ନେଇ ସୁର ରାଉତରାୟ ଙ୍କ ମତାମତ ପଚରା ଯାଇଥିଲା l

ଯାହା ଫଳରେ ସୁର ରାଉତରାୟ ଜବାବରେ କହିଥିଲେ ଏହା ଅତି ସୁନ୍ଦର ଉପାୟ ସ୍ୱାମୀ ସ୍ତ୍ରୀ ଙ୍କୁ ଏକାଠି କରିବାର l ଖୁବ ଶୀଘ୍ର ଦୁହେଁ ଏକାଠି ହୋଇଯିବାର ଆଶା ରହିଛି l ଏବଂ ଦୁହେଁ ଏକାଠି ହେଲେହିଁ ସମସ୍ତେ ଖୁସିହେବେ ଏବଂ ସେ ଦୁହେଁ ମଧ୍ୟ ଖୁସିରେ ରହିବେ l

ତପସ୍ୱିନୀ ଏବଂ ସୁମିତଙ୍କ ପରୀ ବର୍ଷା ଅନୁଭବ ଙ୍କୁ ମଧ୍ୟ ଏମିତି ରଖାଯିବା ଉଚିତ ଯାହାଦ୍ୱାରା ଦୁହିଁଙ୍କ ମଧ୍ୟରେ ତିକ୍ତତା ସରିପାରିବ l ଏହାପରେ ମିଡିଆରେ କହିଥିଲେ ଯେ ଏକାଠି ରହିଲ ମାନେ ବୁଝାମଣା ନିଶ୍ଚିତ l ଥରେ ଏକାଠି ରହିଲା ମାନେ ସବୁ ସମ୍ଭବ l

ତେଣୁକରି ଦୁହିଁଙ୍କୁ ଏକାଠି ରଖାଯାଉ l ସୁର ରାଉତରାୟ ଜଣେ ବହୁତ ଭଲ ମେଳାପୀ ଲୋକ ଏବଂ ଭଲ ନେତା ଭାବରେ ଓଡ଼ିଶାରେ ତାଙ୍କର ଖ୍ୟାତି ଅର୍ଜନ କରିଛନ୍ତି ଏହାର ପ୍ରଥମ କାରଣ ହେଉଛି ତାଙ୍କର ଖୋଲା କଥା ବୋଲି ଲୋକେ କୁହନ୍ତି l

ଏ ସମ୍ପର୍କରେ ଆପଣଙ୍କ ମତାମତ କଣ ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ,,

Leave a Reply

Your email address will not be published. Required fields are marked *