ଏବେ ଏବେ ଅଭିନେତ୍ରୀ ଦେବଜାନୀ ଙ୍କ ଘରୁ ଆସିଲା ବହୁତ୍ ବଡ଼ ଦୁଃଖ ଖବର,ଆପଣ ବି କାନ୍ଦି ପକେଇବେ..

ବହୁ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଥିବା ଦେବଜାନୀ ଙ୍କୁ କିଏ ବା ନା ଜାଣେ,ଓଡ଼ିଆ ଆଲବମ୍ ରେ ତାଙ୍କର ନିଆରା ପରିଚୟ ଅଛି ହେଲେ ରଙ୍ଗିଲା ଟୋକା ଫିଲ୍ମ୍ ରୁ ହିଟ୍ ହେଇଥିବା ଦେବଜାନୀ ଏବେ ବି ନିଜ ଅଭିନୟ ରେ ଲୋକ ଙ୍କ ହୃଦୟ ରେ ରାଜ କରୁଛନ୍ତି

ତେବେ ନିକଟରେ ଦେବଜାନୀ ଙ୍କ ଘରୁ ଗୋଟେ ଦୁଃଖ ଖବର ଆସି ପହଞ୍ଚିଛି,

ଏବେ ଦେବଜାନୀ ବହୁତ୍ ଦୁଃଖ ରେ ଅଛନ୍ତି, ତାଙ୍କ ପରିବାର ର ଗୋଟେ ପୋଷା କୁକୁର ସିମି ର ଅକାଳ ମୃତ୍ୟୁ ରେ ଦେବଜାନୀ ଭାଙ୍ଗି ପଡିଛନ୍ତି

କୁକୁର ପାଇଁ ଏତେ ଦୁଃଖ କରିବାର କଣ୍ ଅଛି ଆପଣ ଭାବୁଥିବେ ହେଲେ ପୋଷା  କୁକୁର ଯିଏ ରଖିଛି ସେ ହିଁ ବୁଝିପାରିବ ସେ ଦୂରେଇ ଯିବାର ଦୁଃଖ, ତେବେ କାନ୍ଦି କାନ୍ଦି ନୟାନ୍ତ ହୋଇପଡ଼ିଥିବା ଦେବଜାନୀ ନିଜ କୋଳ ରେ ନିଜ ପୋଷା କୁକୁର ଶବ୍ ଧରି କାନ୍ଦୁଥିବା ନଜିର ଆସୁଛି

ତେବେ ସେ ଶେଷ ରେ ନିଜ ପ୍ରିୟ କୁକୁର ସୀମି କୁ ମାଟି ଖୋଲି ପୋତି ଦେଇ ଥିଲେ ଆଉ ମନ ଦୁଃଖ ରେ ଚାଲି ଯାଇଥିଲେ, ଏଇ ପୋଷ୍ଟ ରେ ତାଙ୍କ ଫ୍ୟାନ ମାନେ ମଧ୍ୟ ତାଙ୍କୁ ସମବେଦନା ଜଣାଇଛନ୍ତି

 

Leave a Comment

Your email address will not be published. Required fields are marked *

Scroll to Top