ରାଜ୍ୟ ଖବର

ଫିଟିଲା ମହାଳିଙ୍ଗ କଲେଜ ର ବଡ଼ ଗୁମର ଏମିତି କରୁଥିଲେ ଯୌ-ନ କାରବାର ସାମ୍ନାକୁ ଆସିଲା ସବୁ ସତ

ବହୁ ଚର୍ଚିତ ମମିତା ମୃ-ତ୍ୟୁ ମାମଲାରେ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି ଯାହା ଫଳରେ ଦିନକୁ ଦିନ ନୂଆ ନୂଆ ସତ ଧରା ପଡିବାରେ ଲାଗିଛି l

ମହାଳିଙ୍ଗ କଲେଜ ରେ ଯୌ-ନ କାଳଙ୍କେରୀ ଚାଲିଥିବା ର ସ୍ପଷ୍ଟ ହୋଇଛି ଏବଂ ଏହା ସତ୍ୱେ ମଧ୍ୟ ତଦନ୍ତ କାହିଁକି ପଛଘୁଞ୍ଚା ଦେଉଛି ତାହା ପାଇଁ ପ୍ରତିବାଦ କରିଛନ୍ତି ମୃ-ତ ମମିତା ମେହେର ଙ୍କ ବାପା ଏବଂ ପରିବାର ଲୋକେ l

ମମିତା ଙ୍କ ସହ ଏପରି ଅଘଟଣ ହେବା ଆଗରୁ ମଧ୍ୟ ତାଙ୍କ ବାପା କଲେଜ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ l ଏବଂ ସମ୍ପୂର୍ଣ୍ଣ ଘଟଣା ରେ ଗୋବିନ୍ଦ ମୁଖ୍ୟ ଖଳନାୟକ ବୋଳି ସ୍ପଷ୍ଟ କରିଥିଲେ ମମିତା ଙ୍କ ବାପା l

ଯୌ-ନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କେବଳ ମମିତାଙ୍କ ବାପା ଆଣିନାହାନ୍ତି ବଙ୍ଗମୁଣ୍ଡା ପୋଲିସ ମଧ୍ୟ ଏହି ବିଷୟରେ କୋର୍ଟ ରେ ସମାନ ତଥ୍ୟ ଦେଇଛନ୍ତି l

ମମିତା ଏହି ବିଷୟରେ ଜାଣିପାରିଥିଲେ ଯେ କଲେଜ ରେ ଏହିପରି ଅନୈତିକ କାର୍ଯ୍ୟ ଚାଲୁଅଛି ଏବଂ ଅନେକ ଅଧ୍ୟାପିକା ମାନଙ୍କ ସହ ମଧ୍ୟ୍ୟ ଏହିପରି ଘଟୁଛି ଯାହାକୁ ତୀବ୍ର ଭାବରେ ବିରୋଧ କରିଥିଲେ ମମତା l ତେଣୁକରି ମମିତା ଙ୍କୁ ରାସ୍ତା ରୁ ହଟାଇବା ପାଇଁ ଷଡଯନ୍ତ୍ର ରଚିଥିଲା ଗୋବିନ୍ଦ l

ତେବେ ଏହି କ୍ଷେତ୍ରରେ ସବୁଠୁ ବଡ଼ ପ୍ରଶ୍ନ ଗୋବିନ୍ଦ ସାହୁଙ୍କ ସମେତ ଅନ୍ୟ କିଏ କିଏ ଏହି ଘଟଣାରେ ସମ୍ପୃକ୍ତ ଥିଲେ ତାହା ପାଇଁ ପୋଲିସ ପୂର୍ଣ ରୂପେ ଚେଷ୍ଟା ଜାରି ରଖିଛି ପ୍ରକୃତ ଦୋଷୀ ମାନଙ୍କ ପାଖରେ ପହଞ୍ଚିବା ପାଇଁ l

କିନ୍ତୁ ଏହି ଦିଗ ରେ ତଦନ୍ତ ଆଗକୁ ବଢୁଥିବା ଜଣା ପଡ଼ିନାହିଁ l ମମିତା ଙ୍କୁ ଏମିତି ନୃ-ଶଂସ ଭାବରେ ହ-ତ୍ୟା କରାଯାଇଥିଲା ଯାହା ଫଳରେ ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ଏବଂ ପୂର୍ଣ ମତରେ କିପରି ଦୋଷୀ କଠୋର ରୁ ଅତି କଠୋର ଦଣ୍ଡ ପାଇବ ତାହା ନେଇ ସମସ୍ତଙ୍କ ଦାବି ରହି ଆସୁଛି l

Leave a Reply

Your email address will not be published. Required fields are marked *