ରାଜ୍ୟ ଖବରSpecial Report

ଭାରତର ଏମିତି ଏକ ଜାଗା ଅଛି ଯେଉଁଠି ଜନ୍ମ ହେବା ପରେ ବେଶ୍ୟା ପାଲଟି ଯାଇଥାନ୍ତି ଝିଅମାନେ

ବେସ୍ୟାଳୟ ଆସିଲା କେଉଁଠୁ ? ଏହା ବିଷୟରେ କେତେ କଣ ଲୋକ କହନ୍ତି | କିନ୍ତୁ ଏହା ଭିତରେ ବି ଲୋକ କହନ୍ତି ଯେ ପ୍ରଥମ ସମୟରେ ଏହି ବେସ୍ୟାଳୟରେ କେବଳ ନାଚ ଏବଂ ଗୀତ ହେଉଥିଲା | ଯାହାକୁ କଳାର ଦୃଷ୍ଟିରେ ଦେଖାଯାଉଥିଲା | କିନ୍ତୁ ସମୟ ବିତି ଚାଲିଲା ଓ ଏହି ଜାଗା ଧୀରେ ଧୀରେ କଳାର ଅଭିଶାପ ନେଇଗଲା |

ଦେଶରେ ପ୍ରାୟ ସ୍ଥାନରୁ ଝିଅ ମାନେ ଆଜି ବି ଏହି ଅଭିଶାପକୁ ଭୋଗିବାକୁ ବାଧ୍ୟ ହୋଇଛନ୍ତି | ସେହି ଜାଗା ଭିତରୁ ଗୋଟିଏ ହେଉଛି କୋଲକାତାର ଷୋନାଗାସାଚୀ | ସୋନଗାଛି ଅର୍ଥ ହେଉଛି ସୁନାର ଗଛ | କିନ୍ତୁ ଏଠି ସୁନାର କିଛି ହୁଏନି ହୁଏ ଝିଅ ମାନଙ୍କର ଦେହ ବ୍ୟବସାୟ |

ସୋନଗାଛି ହେଉଛି ଏସିଆର ସବୁଠୁ ବଡ ରେଡ ଲାଇଟ ଏରିଆ :-

ସୋନଗାଛି କେବଳ ଭାରତ ରେ ନାହିଁ ଏହା ଏସିଆର ମଧ୍ୟ ସବୁ ଠୁ ବଡ ରେଡ ଲାଇଟ ଏରିଆ | ଏଠାରେ କିଛି ଗ୍ୟାଙ୍ଗ ଥାନ୍ତି ଯିଏ କି ଦେହ ବ୍ୟାପାର କୁ ପରିଚାଳନା କରନ୍ତି | ଏଠାକୁ ବିଭିନ୍ନ ପ୍ରକାର ଗ୍ରାହକ ଯାଇ ତାଙ୍କ ମନ ପସନ୍ଦର ଝିଅ ଆସି ପୁରୁଷଙ୍କ ଶୋଷ ମେଂଟାଇଥାନ୍ତି |

ଏହି ଜାଗାରେ ୧୮ ରୁ କମ ବୟସର ପ୍ରାୟ ୧୨ହଜାର ଝିଅ ଦେହ ବ୍ୟବସାୟରେ ଲିପ୍ତ ଅଛନ୍ତି | ତେବେ କେହି କେହି ଏହାକୁ ନିଜର ରୋଜଗାର ର ପନ୍ଥା କହୁଥିବା ବେଳେ ଆଉ କେହି କେହି ଏହାକୁ ବାଧ୍ୟରେ କରୁଛନ୍ତି | ତେବେ ଏହି ଜାଗାକୁ ନେଇ ଆପଣ କଣ କହିବେ ଆମକୁ କମେନ୍ଟ କରି ଜଣାନ୍ତୁ |

Leave a Reply

Your email address will not be published. Required fields are marked *