ଭାଇରାଲ ଭିଡିଓ

ଓଡ଼ିଶାର ଏହି ଗାଁ ରେ ଦେଖିବାକୁ ମିଳିଲା ନାଗ ନାଗୁଣିଙ୍କର ଅପୂର୍ବ ମିଳିନ ଦେଖନ୍ତୁ Video କିପରି ହେଉଛି ନାଗ ନାଗୁଣୀଙ୍କ ମିଳନ ଭାଗ୍ୟରେ ଥିଲେ ଏମିତି ଦୃଶ୍ୟ ଦେଖିବାକୁ ମିଳେ

ବନ୍ଧୁଗଣ ନାଗ ନାଗୁଣୀଙ୍କ ମିଳନ ଦେଖିବା ସୌଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ନଥାଏ l ନାଗ ନାଗୁଣୀ ଙ୍କୁ ଭଗବାନ ଙ୍କ ସ୍ଥାନରେ ରଖାଯାଏ ଏମିତି କି ଭାରତରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠାରେ ନାଗ ନାଗୁଣୀଙ୍କ ମନ୍ଦିର ରହିଛି ଏବଂ ଲୋକମାନେ ମଧ୍ୟ ଭକ୍ତିର ସହ ତାଙ୍କୁ ପୂଜା କରିଥାନ୍ତି l

କୁହନ୍ତି ନାଗ ନାଗୁଣୀ ଙ୍କ ମିଳନ ଦେଖିବା ବହୁତ ଶୁଭ ହୋଇଥାଏ l ଏବଂ ଯେଉଁମାନେ ଏହିପରି ଅପୂର୍ବ ମିଳନ ଦେଖି ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିଥାନ୍ତି ତାଙ୍କର ଅନେକ କ୍ଷତି ହୋଇଥାଏ l

ତେଣୁକରି ସମସ୍ତେ ଏହି ଦୃଶ୍ୟ କୁ ଦୂର ରୁ ଦେଖିବା ସହ ସେହି ସମୟରେ ନାଗ ଏବଂ ନାଗୁଣୀକୁ ଦେଖି ପ୍ରଣାମ କରିଥାନ୍ତି l ତେବେ ଆଜିର ଦୃଶ୍ୟରେ ଦେଖା ଯାଇଥିବା ଘଟଣା ଓଡ଼ିଶାର ଏକ ଗାଁ ରେ ଦେଖା ଯାଇଛି l

ଯେଉଁଠାରେ ଏକ ଘରେ ନାଗ ସାପ ଦୁହିଁଙ୍କୁ ଦେଖା ଯାଇଥିଲା ଯେଉଁଠାରେ ଦୁହେଁ ପ୍ରେମରେ ଲୀନ ହୋଇଯାଇଥିଲେ l ଏହାକୁ ଦେଖି ଗାଁ ଲୋକେ ଭୟଭିତ ହୋଇଯାଇଥିଲେ ଏବଂ ସାପ ଧରାଳି ଙ୍କୁ ଡାକିଥିଲେ l

ସାପ ଧରାଳି ଆସି ସାପ ଦୁହିଁଙ୍କୁ ବଡ଼ କଷ୍ଟରେ ଘରୁ ବାହାର କରିଥିଲେ ଏବଂ ବାହାରେ ଏକ ଗାମୁଛା ପକାଇଦେଇଥିଲେ l ସେହିଠାରେ ଦୁହେଁ ନାଗ ନାଗୁଣୀ ମଧ୍ୟ ଖେଳିଥିଲେ ଯାହାକି ଆପଣ ତଳେ ଦିଆଯାଇଥିବା ଭିଡ଼ିଓ ରେ ନିଜେ ମଧ୍ୟ ଦେଖିପାରିବେ l

ଏହାପରେ ଦୁହିଁଙ୍କୁ ନେଇ ଜଙ୍ଗଲରେ ଛାଡିବାକୁ ଚିନ୍ତା କରିଥିଲେ ସାପ ଧରାଳି ଏବଂ ଶେଷରେ ଚେତାବନୀ ଦେଇଦେଇ ଗଲେ ସାପ ମିଳନ ମଝିରେ କେବେ ମଧ୍ୟ ବାଧା ସୃଷ୍ଟି କରିବେ ନାହିଁ l ଏପରି କଲେ ଆପଣଙ୍କ ପ୍ରତି ମଧ୍ୟ ବିପଦ ଆସିଥାଏ l ଏହାପରେ ଜଙ୍ଗଲରେ ସାପଦୁହିଁଙ୍କୁ ଛାଡିଦେଇଥିଲେ l

Leave a Reply

Your email address will not be published. Required fields are marked *