ରାସ୍ତା ମଝିରେ ଦେଖିବାକୁ ମିଳିଲା ସାଙ୍ଘାତିକ ଦୃଶ୍ୟ ବାପାଙ୍କ ପ୍ରେମିକା କୁ କାର ରୁ ବାହାର କରି ଧୁମ ପିଟିଲେ ଦୁଇ ଝିଅ ଦେଖନ୍ତୁ ସମ୍ପୂର୍ଣ Viral video ଓଫ କି ମାଡ଼

ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ପୁଣି ଚର୍ଚ୍ଚାକୁ ଆସିଛି ଆଉ ଏକ ଭିଡ଼ିଓ ର ଯେଉଁଥିରେ ବାପାଙ୍କ ପ୍ରେମିକାକୁ ଧୁମ ପିଟିଛନ୍ତି ଦୁଇ ଝିଅ l

ସେ ପୁଣି ଅନ୍ୟ କୌଣସି ସ୍ଥାନ ରେ ନୁହେଁ ବରଂ ରାସ୍ତା ଉପରେ l ଝିଅ ଦୁହିଁଙ୍କ ବାପା ବାର୍ଦ୍ଧକ୍ୟ ଅବସ୍ଥାରେ ମଧ୍ୟ ପ୍ରେମିକା ସହ ବୁଲାବୁଲି କରୁଥିବାର ଜାଣିପାରିଥିଲେ ଦୁଇ ଝିଅ l

ଏବଂ ଯେତେବେଳେ ରାସ୍ତା ଉପରେ ଦେଖିଲେ ତାଙ୍କ ବାପା ଏବଂ ପ୍ରେମିକା ଙ୍କୁ ଦୁଇ ଭଉଣୀ ଜୋରେ ପାଟିକରି ଗାଡିକୁ ରୋକିବାକୁ ଚେଷ୍ଟା କଲେ l

ମାତ୍ର ବାପା ଲୋକ ଗହଳି ଦେଖି ଡରିଯାଇଥିବାର ମନେ ହେଉଥିଲା ଯାହା ଫଳରେ ସେ ଦୁଇ ଝିଅଙ୍କ ଉପରେ ଗାଡି ଚଢେଇଦେବାକୁ ଚେଷ୍ଟା ମଧ୍ୟ କରିଥିଲେ ଏବଂ ଆଗରୁ ହଟିଯିବାକୁ କହିଥିଲେ l

ମାତ୍ର ଝିଅ ଦି ଜଣ ଶୁଣିନଥିଲେ ଏବଂ ବାରମ୍ବାର କହି ଆସିଥିଲେ ଏ ସ୍ତ୍ରୀ ଲୋକପାଇଁ ମୋ ମା ଜୀବନ ବର୍ବାଦ ହୋଇଛି ଶୀଘ୍ର ବାହାରକୁ ଆସ l

ଏହାପରେ କାର ଚାରିପଟେ ଲୋକ ମଧ୍ୟ ଘେରିଯାଇଥିଲେ ଏବଂ କାର ରୁ ବାହାରକୁ ଆସିବାକୁ ଧମକ ଦେଇଥିଲେ ଦୁଇ ଝିଅଙ୍କ ବାପା ଏବଂ ତାଙ୍କ ପ୍ରେମିକା କୁ l

ଏହାପରେ ଯାହା ହୋଇଥିଲା ଆପଣ ଭିଡ଼ିଓ ନ ଦେଖିଲେ ବିଶ୍ୱାସ କରିବେନାହିଁ l ଏହାପରେ ଦୁଇ ଝିଅ ବାପାଙ୍କ ପ୍ରେମିକା କୁ ଭିଡି ଆଣି ରାସ୍ତା ଉପରେ ଖୁବ ପିଟିଥିଲେ ଏବଂ ଏହାକୁ ଅନେକ ଲୋକ ନିଜ ଫୋନ ରେ ଦୃଶ୍ୟକୁ କଏଦ କରିଥିଲେ l

https://youtu.be/eM3SEUjAl8s

ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି l ରାସ୍ତା ଉପରେ ଏହିପରି ହାଇଡ୍ରାମା ଦେଖିବାକୁ ମିଳିଥିଲା ପାଖା ପାଖି ଘଣ୍ଟାଟିଏ ପର୍ଯ୍ୟନ୍ତ l ଏହାପରେ ସେ ଯୁବତୀ ଜଣଙ୍କ ମାଡ଼ ଖାଇ ସୁବିଧା ଦେଖି ସେଠାରୁ ଚମ୍ପଟ ମାରିଥିଲେ l

Leave a Comment