ଭାଇରାଲ ଭିଡିଓ

ନରମ ନରମ ନିଆଳି ଛେନା..କିଏ ଖାଇବ ଆସ ମୋ ..

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ମନରେ ଅନେକ କଥା ଭାବିବେ।

ଏହି ଭିଡିଓ ଦେଖିଲେ ଲୋକମାନେ ଏଭଳି କିଛି କଥା ଭାବି ପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆସିବ । ଏହି ଭିଡିଓ ହେଉଛି ଏକ କଲ୍ ରେକର୍ଡିଂ ।

ଆଜିକାଲି ଯୁଗରେ ଲୋକମାନେ ଭଲପାଇ ଏଭଳି ସବୁ କାମ କରୁଛନ୍ତି ଯାହାକୁ ନେଇ ସେମାନେ ଏବେ ଚର୍ଚ୍ଚାରେ ରହୁଛନ୍ତି । ଯୁବକ ଆଉ ଯୁବତୀ ଭଲପାଇ ଭୁଲି ଯାଉଛନ୍ତି ତାଙ୍କର ଇଜ୍ଜତ ।

ନିଜ ଇଜ୍ଜତ ମହତ ଭୁଲି ଭଲପାଇ ଏଭଳି ସବୁ ନିନ୍ଦନୀୟ କାମ କରୁଛନ୍ତି । ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ଯୁବକ ତାଙ୍କ ପ୍ରେମିକା ସହିତ କଥା ହେଉଛନ୍ତି । ଆଉ ଏଭଳି ସେ କଥା ହେଉଛନ୍ତି ଯାହା ଶୁଣିଲେ ବି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ଯୁବକ ଜଣକ ତାଙ୍କ ପ୍ରେମିକାଙ୍କ ସହିତ କଥା ହେବାର କଲ୍ ରେକର୍ଡିଂ ଏବେ ସାମ୍ନାକୁ ଆସିଛି । ଏହି ଯୁବକ ଜଣକର ପ୍ରେମିକା ନାଁ ବର୍ଷା । ବର୍ଷା ସହ କଲ କରିବା ବେଳେ ବର୍ଷା ତାର ମାଙ୍କୁ ଡାକିଥିଲେ । ଆଉ ପ୍ରେମିକ ଜଣକ ଲାଇନରେ ଥାଇ ତାଙ୍କର ଡାକ ଶୁଣିଥିଲେ ।

ଆଉ ଏହାପରେ ପ୍ରେମିକା ଜଣକ ତାର ଭାଇକୁ ଡାକିଥିଲେ । ପ୍ରେମିକ ଜଣକ ମଧ୍ୟ ତାକୁ ଥଟ୍ଟା କରି କହିଥିଲେ ହଁ କହ । ଏହାପରେ ପ୍ରେମିକ ଜଣକ ଏଭଳି କହିବା ପରେ ପ୍ରେମିକା ତାଙ୍କୁ କହିଥିଲେ କି ସେ ତାଙ୍କର ସ୍ବାମୀ ହେବେ ।

ଆଉ ଭାଇ ଡାକିଲେ ଶୁଣୁଛନ୍ତି । ତାପରେ ପ୍ରେମିକ ଜଣକ ପ୍ରେମିକାଙ୍କୁ ଆଇ ଲଭ୍ ୟୁ କହିଥିଲେ । ଆଉ ଦୁହେଁ ପରସ୍ପର ସହ ଏଭଳି କଥା ହେଉଥିଲେ ଯାହାକୁ ନେଇ ଏବେ ସେମାନେ ଚର୍ଚ୍ଚାରେ ଅଛନ୍ତି । ଏହି ଭିଡିଓ ଦେଖିଲେ ଯେ କେହିବି ହସିବେ ।

https://youtu.be/Il4Q8fV2DCk?si=OibQujQ29z-1kCJb

ଆଜିକାଲି ଯୁଗରେ ଲୋକମାନେ ପ୍ରେମ କରି ଏଭଳି ସବୁ କଥା ହେଉଛନ୍ତି ଯାହାକୁ ନେଇ ଏବେ ଅନେକ କଥା ଆସୁଛି । ଦୁହେଁ ଦୁହିଁଙ୍କ ସହିତ ଥଟ୍ଟା ମଜା କରି କଥା ହେଉଥିବାର କଲ୍ ରେକର୍ଡିଂ ଏବେ ମୋବାଇଲ୍ ରୁ ମୋବାଇଲ୍ ଘୁରି ବୁଲୁଛି ।

Leave a Reply

Your email address will not be published. Required fields are marked *