Special Report

ମହିଳା ଜଣକ ଆଣିଲେ ସାଙ୍ଘାତିକ ଅଭିଯୋଗ, ନିରୋଳାରେ ନବୀନ ନିବାସ ଯିବାର ଫଳ ପାଇଲି,ମୋ ସହ ସେମାନେ…!

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ରାଜନୀତି ବିଷୟରେ ମଧ୍ୟ ଅନେକ କଥା ସାମ୍ନାକୁ ଆସୁଛି । ବିଜେଡି ଦଳ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ ।

ଆଉ ଏହି ଅଭିଯୋଗ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ରାଜନୀତି ପାଇଁ ପ୍ରିପ୍ଲାନ ଚାଲିଛି ବୋଲି କୁହାଯାଉଛି । ଜଣେ ମହିଳା ଏହି ରାଜନୀତିକୁ ନେଇ କିଛି କଥା କହିଛନ୍ତି ।

ଏହି ମହିଳା ଜଣକ କହିଛନ୍ତି, ରାଜନୀତିରେ ମିଶିବା ପାଇଁ ଆଗରୁ ତାଙ୍କର ପ୍ରି ପ୍ଲାନ୍ ରହିଥିଲା । ଆଉ ସେ ଭି ଆର ଏସ ନେବା ବି ଏକ ପ୍ଲାନ୍ ଅଟେ । ଏହି ଓଡ଼ିଶାରେ ୪ କୋଟି ଓଡ଼ିଆ ଅଛନ୍ତି ଆଉ ଏହି ଓଡ଼ିଆଙ୍କ ଭିତରେ କଣ କେହି ଯୋଗ୍ୟ ନାହାଁନ୍ତି ।

ଏହା ହେଉଛି ସମସ୍ତଙ୍କର ପ୍ରଶ୍ନ , ସବୁ ଓଡ଼ିଆଙ୍କ ପ୍ରଶ୍ନ ଅଟେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଭି କେ ପାଣ୍ଡିଆନ ବାବୁଙ୍କ ପାଖରେ କଣ ଏମିତି ଦେଖିବାକୁ ପାଉଛନ୍ତି ଯେ ସେ ସମଗ୍ର ଓଡ଼ିଶାକୁ ତାଙ୍କ ହାତରେ ଟେକି ଦେଇଛନ୍ତି ।

ଏଇଟା ପ୍ରି ପ୍ଲାନିଂରେ ଚାଲିଥିଲା । ସେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଓଡ଼ିଶାବାସୀଙ୍କ ସେବା କରିବା ନାଁରେ ନିଜର ପ୍ରତିଛବି ବନେଇବା, ଓଡ଼ିଶାବାସୀଙ୍କ ପଇସାକୁ ସେ ଏଭଳି ବ୍ୟୟ କରିଛନ୍ତି ।

ଓଡ଼ିଶାବାସୀଙ୍କ ପାଇସା ବା ସାଧାରଣ ଜନତାଙ୍କ ପଇସା ଏଭଳି ଉଡେଇବା କଣ ଠିକ୍ କି ? ଏହା ପୂର୍ବରୁ ପ୍ରି ପ୍ଲାନ୍ ଥିଲା । ଭି କେ ପାଣ୍ଡିଆନ ହେଉଛନ୍ତି ଜଣେ ଅଣ ଓଡ଼ିଆ । ଆଉ ସେ ଏଭଳି ଶାସନ କରିବା ଠିକ୍ ନୁହେଁ । ଓଡ଼ିଆଙ୍କ ଭିତରେ ଜଣେ ଅଣ ଓଡ଼ିଆ ଯଦି ଶାସନ କରିବେ ତାହେଲେ ଆଉ ନେତା ମନ୍ତ୍ରୀ ବି ଆସିବେ ।

ଆଉ ଇଂରେଜମାନେ ଯେଉଁ ଶାସନ କରୁଥିଲେ ସେହି ସମୟ ଆସିବାକୁ ଆଉ ଡେରି ନୁହେଁ । ଜଣେ ଅଣ ଓଡ଼ିଆ ଓଡ଼ିଶାରେ ଶାସନ କରିବାକୁ ବିରୋଧ କରାଯାଉଛି । ଗଣତନ୍ତ୍ରରେ ଜନତା ହେଉଛନ୍ତି ସବୁକିଛି , ସବୁକିଛି ତାଙ୍କ ଉପରେ ଅଛି ।

ଅଣ ଓଡ଼ିଆଙ୍କୁ କିଭଳି ଓଡ଼ିଶାରୁ ତୁରନ୍ତ ବାହାର କରାଯିବ ସେ ପ୍ରତି ଓଡ଼ିଶାବାସୀ ଧ୍ୟାନ ଦେବା ଉଚିତ୍ । ଭି କେ ପାଣ୍ଡିଆନ ଏବଂ ତାଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନ ହିଁ ହେଉଛନ୍ତି ଯୋଗ୍ୟ ବ୍ୟକ୍ତି । ଏଭଳି ଅନେକ କଥା କହିଛନ୍ତି ଏହି ମହିଳା ଜଣକ ।

Leave a Reply

Your email address will not be published. Required fields are marked *