ସୋସିଆଲ ମିଡିଆରେ ନିତିଦିନ କିଛି ନା କିଛି ଭାଇରଲ ହେବା ସ୍ୱାଭାବିକ କଥା l କିନ୍ତୁ ଆଜି ଏଭଳି ଭିଡ଼ିଓ ଭାଇରଲ ହୋଇଛି ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ମଧ୍ୟ ବାଃ ବାଃ କରିବାକୁ ପଛାଇବନାହିଁ l
ଭାରତୀୟ ନହୋଇ ମଧ୍ୟ କୋଟି କୋଟି ଭାରତୀୟ ଙ୍କ ହୃଦୟରେ ଯାଗା ସୃଷ୍ଟି କରିସାରିଛି ଏହି ଭିଡ଼ିଓ l ଭିଡ଼ିଓ ରେ ଆସୁଥିବା ଦମ୍ପତିଙ୍କ ନାଁ କିଲି ପାଉଲ ବୋଲି ଜଣାଯାଇଛି l ତାଙ୍କର ଏହି ଭିଡ଼ିଓ ଟି ଭାଇରଲ ହେବା ପରେ ସମସ୍ତେ ତାଙ୍କୁ ବହୁତ ଭଲପାଇବା ଦେଇଥିଲେ l
ଯାହା ଫଳରେ କିଲି ପାଉଲ ଅନ୍ୟ ଭାରତୀୟ ଗୀତରେ ମଧ୍ୟ ଭିଡ଼ିଓ ଜାରି କରିଥିଲେ l ଏବଂ ଆଶ୍ଚର୍ଯ୍ୟ କଥା କିଲି ପାଉଲ ଯାହା ମଧ୍ୟ ଭିଡ଼ିଓ ଜାରିକରୁଛନ୍ତି ସେ ସବୁ ଦର୍ଶକଙ୍କ ମନ କିଣି ନେଉଛି l
ଭିଡ଼ିଓ ରେ ସବୁଠୁ ବେଶୀ ଅଚ୍ଛାଦିତ କରୁଛି ଲୋକଙ୍କୁ ସାଧାରଣ ଢଙ୍ଗରେ ତାଙ୍କର ଭିଡ଼ିଓ ହୋଇଥିବାରୁ l କୌଣସି ସାଜ ସଜା ନାହିଁ ପୁରା ସାଧାରଣ ଭାବରେ ଭିଡ଼ିଓ କରିଥିଲେ ଦମ୍ପତି ଜଣଙ୍କ l ଏବଂ ହିନ୍ଦୀ ଗୀତର ସୁରେ ସୁରେ ତାଙ୍କ ରିଲ ମଧ୍ୟ ସୁନ୍ଦର ହୋଇଥିଲା l
https://youtu.be/X1ZUlEDCk9c
ଆପଣ ମଧ୍ୟ ଏହି ଭିଡ଼ିଓ ଦେଖନ୍ତୁ କେମିତି ଲାଗୁଛି ନିଶ୍ଚିତ କମେଣ୍ଟ କରନ୍ତୁ l