ରାତା ରାତି viral ହେଲା Killi paul ଙ୍କ ରୋମାଣ୍ଟିକ ଅନ୍ଦାଜ ରେ ଏହି ଭିଡ଼ିଓ ଏହାକୁ ଦେଖି ନାହାନ୍ତି ଯଦି ଆପଣ କିଛି ଦେଖି ନାହାନ୍ତି ହୃଦୟ ଛୁଇଁଯିବ ଏହି ଭିଡ଼ିଓ ଶୀଘ୍ର ଦେଖନ୍ତୁ

ସୋସିଆଲ ମିଡିଆରେ ନିତିଦିନ କିଛି ନା କିଛି ଭାଇରଲ ହେବା ସ୍ୱାଭାବିକ କଥା l କିନ୍ତୁ ଆଜି ଏଭଳି ଭିଡ଼ିଓ ଭାଇରଲ ହୋଇଛି ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ମଧ୍ୟ ବାଃ ବାଃ କରିବାକୁ ପଛାଇବନାହିଁ l

ଭାରତୀୟ ନହୋଇ ମଧ୍ୟ କୋଟି କୋଟି ଭାରତୀୟ ଙ୍କ ହୃଦୟରେ ଯାଗା ସୃଷ୍ଟି କରିସାରିଛି ଏହି ଭିଡ଼ିଓ l ଭିଡ଼ିଓ ରେ ଆସୁଥିବା ଦମ୍ପତିଙ୍କ ନାଁ କିଲି ପାଉଲ ବୋଲି ଜଣାଯାଇଛି l ତାଙ୍କର ଏହି ଭିଡ଼ିଓ ଟି ଭାଇରଲ ହେବା ପରେ ସମସ୍ତେ ତାଙ୍କୁ ବହୁତ ଭଲପାଇବା ଦେଇଥିଲେ l

ଯାହା ଫଳରେ କିଲି ପାଉଲ ଅନ୍ୟ ଭାରତୀୟ ଗୀତରେ ମଧ୍ୟ ଭିଡ଼ିଓ ଜାରି କରିଥିଲେ l ଏବଂ ଆଶ୍ଚର୍ଯ୍ୟ କଥା କିଲି ପାଉଲ ଯାହା ମଧ୍ୟ ଭିଡ଼ିଓ ଜାରିକରୁଛନ୍ତି ସେ ସବୁ ଦର୍ଶକଙ୍କ ମନ କିଣି ନେଉଛି l

ଭିଡ଼ିଓ ରେ ସବୁଠୁ ବେଶୀ ଅଚ୍ଛାଦିତ କରୁଛି ଲୋକଙ୍କୁ ସାଧାରଣ ଢଙ୍ଗରେ ତାଙ୍କର ଭିଡ଼ିଓ ହୋଇଥିବାରୁ l କୌଣସି ସାଜ ସଜା ନାହିଁ ପୁରା ସାଧାରଣ ଭାବରେ ଭିଡ଼ିଓ କରିଥିଲେ ଦମ୍ପତି ଜଣଙ୍କ l ଏବଂ ହିନ୍ଦୀ ଗୀତର ସୁରେ ସୁରେ ତାଙ୍କ ରିଲ ମଧ୍ୟ ସୁନ୍ଦର ହୋଇଥିଲା l

https://youtu.be/X1ZUlEDCk9c

 

ଆପଣ ମଧ୍ୟ ଏହି ଭିଡ଼ିଓ ଦେଖନ୍ତୁ କେମିତି ଲାଗୁଛି ନିଶ୍ଚିତ କମେଣ୍ଟ କରନ୍ତୁ l

Leave a Comment

Your email address will not be published. Required fields are marked *

Scroll to Top