ଭାଇରାଲ ଭିଡିଓ

ଜଙ୍ଗଲ ରେ ପ୍ରେମିକ ସହ ଧରା ପଡିଲେ ସ୍କୁଲ ଛାତ୍ରୀ ରାତା ରାତି ଭିଡ଼ିଓ ହୋଇଗଲା ଭାଇରଲ ଦେଖନ୍ତୁ ଏହି ଭିଡ଼ିଓ

ସ୍କୁଲ ବୟସରୁ ପ୍ରେମ ଆଜିକାଲି ନିତିଦିନିଆ କଥା ହେଇଗଲାଣି l ଆଜିକାଲି ଯାହାକୁ ଦେଖିବ ତ ନୁହଟି ଭାବେ ସ୍କୁଲ ଏବଂ କଲେଜ ରେ ପ୍ରାୟ ଯୁବକ ଯୁବତୀଙ୍କ ପ୍ରେମ ସମ୍ବନ୍ଧ ରହିଛି l କିନ୍ତୁ ଖୁବ କମ ବୟସରେ ପ୍ରେମକୁ ଭୁଲଦିଗକୁ ନେବାପାଇଁ ଆଜିକାଲି ପିଲାମାନଙ୍କ ପାଇଁ ବେଶୀ ସମୟ ଲାଗୁନି l

ପ୍ରେମର ପ୍ରକୃତ ଅର୍ଥ ହେଉଛି ଭଲପାଇବା ଏବଂ ବିଶ୍ୱାସ l କିନ୍ତୁ ଆଜିର ସମାଜରେ ପ୍ରେମ କୁ ଭୁଲ ଦିଗରେ ନେବାକୁ ବସିଛନ୍ତି ଆଜିର ଯୁବକ ଯୁବତୀ l

ଆଜିର ବିଷୟରେ ଆଲୋଚନା ହୋଇଥିବା ଭିଡ଼ିଓ ରେ ଦେଖା ଯାଇଛି ଯେ ଜଣେ ସ୍କୁଲ ଛାତ୍ରୀ ତାଙ୍କ ପ୍ରେମିକ ସହ ଜଙ୍ଗଲରେ ଧରା ପଡିଛନ୍ତି l

ଯେଉଁଥିରେ ସେ ନିଜେ ନିଜେ ସ୍ୱୀକାର କରିଛନ୍ତି ଦୁହେଁ ଦୁହିଁଙ୍କୁ ଭଲ ପାଉଛନ୍ତି ବୋଲି l ଏବଂ ଏକା ସାଙ୍ଗରେ ଜଙ୍ଗଲରେ ଅନେକ ଲୋକଙ୍କୁ ଦେଖି ଡରି ଯାଇଥିଲେ l ବାସ୍ତବରେ ଜଙ୍ଗଲରେ ପୁଅଟି ସ୍କୁଲ ଝିଅକୁ କାହିଁକି ଆଣିକି ଆସିଛି ସନ୍ଦେହରେ ଗାଁ ଲୋକମାନେ ତାଙ୍କ ପଛରେ ଆସିଥିଲେ l

ଏବଂ ସେଠାରେ ଦୁହିଁଙ୍କୁ ଅସଂଯତ ଅବସ୍ତାରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ l ଝିଅଟି ଲୋକମାନଙ୍କୁ କହିଥିଲା ଯେ ତାଙ୍କ ଘରେ ସବୁ ଜାଣିଛନ୍ତି ଯିଏ ଯାହା କଲେ ବି ତାଙ୍କର କୌଣସି ଅସୁବିଧା ନାହିଁ l

ପ୍ରଥମେ ପୁଅଟି ମଧ୍ୟ ଗାଁ ଲୋକଙ୍କୁ ଭୟଭିତ କରେଇବା ପାଇଁ ଚେଷ୍ଟା କରିଥିଲା ଏବଂ ଗାଁ ଲୋକଙ୍କ ଆଗରେ ନିଜ ସାଥି ମାନଙ୍କୁ ଆଣିବାକୁ କହିଥିଲା l ମାତ୍ର ଗାଁ ଲୋକ ତା କଥାରେ ଖାତିର ନ କରି ଏହି ଘଟଣା ର ପର୍ଦାଫାଶ କରିଥିଲେ l

Leave a Reply

Your email address will not be published. Required fields are marked *