କୁକୁର ସହ ବିବାହ କଲା 18 ବର୍ଷ ର ଝିଅ, ତାପରେ ଯାହା ହେଲା…
ଝାଡ଼ଖଣ୍ଡରେ ଏକ ଗ୍ରାମରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା।ସାଧାରଣତଃ ଗୋଟେ ପୁଅ ସହିତ ଗୋଟେ ଝିଅର ବାହାଘର ହୋଇଥାଏ।କିନ୍ତୁ ଏଠାରେ ଗୋଟିଏ ୧୮ ବର୍ଷର ଝିଅ ଏକ କୁକୁରକୁ ବାହା ହୋଇଛି।ଏହି ବାହାଘର ଟି ଘର ଲୋକଙ୍କ ଇଛାରେ ହୋଇଥିଲା।ଝିଅଟିର ନାମ ହେଉଛି ବଙ୍ଗଲି।ତାଙ୍କୁ ମାତ୍ର୧୮ ବର୍ଷ। ସୂଚନା ଅନୁସାରେ ଗାଁର ଏକ ପୂଜାରୀ କହିଥିଲେ ଯେ ଝିଅଟିର ମଙ୍ଗଲଦୋଷ ରହିଛି।ଏଥିପାଇଁ ତାଙ୍କ ଜୀବନରେ ବହୁତ ଅସୁବିଧା ହୋଇପାରେ।ସେଥିପାଇଁ ବାପା ଓ ମା ଝିଅର ଜୀବନକୁ ସୁଖମୟ … Read more