ରାଜ୍ୟ ଖବରଜ୍ୟୋତିଷ ଶାସ୍ତ୍ରଭାଇରାଲ ଭିଡିଓ

ଯେତେବେଳେ ନିଜ ଭକ୍ତ କୁ ଅସୁବିଧା ରେ ଦେଖି ବଞ୍ଚାଇବାକୁ ଆସିଗଲେ ମହାଦେବ..ପୁରା ଗାଆଁ ହେଲା ତାଜୁବ

ଭାବ ରେ ବନ୍ଧା ଭାବଗ୍ରାହୀ । ଭଗବାନ ସବୁ ପ୍ରାଣୀଙ୍କ ଭିତରେ ଥାନ୍ତି । ଅଦୃଶ୍ୟ ସକ୍ତି ଭାବରେ ସେ ରହିଥାନ୍ତି । ଯେଉଁ ଲୋକ ନିଷ୍କପଟ ମନରେ ଭଲ ଭାବନା ରଖି ଭାଗବନ କୁ ଡାକି ଥାଏ । ଭାଗବନ ତା ପାଖକୁ ଆସି ଥାନ୍ତି । ଆସନ୍ତୁ ସେମିତି କିଛି ଭକ୍ତ ଓ ଭାଗବନ ଙ୍କ ସମ୍ପର୍କରେ ଜାଣିବା ଆଉ ପଢ଼ିବା

କୁହାଯାଏ କୋପେ ବର ନହେଲେ ତୋପେ ବର । ସବୁବେଳେ ଧ୍ୟାନ ରେ ଶାନ୍ତ ଭାବରେ ବସି ଥାନ୍ତି ମହାଦେବ । ନିଷ୍ଠା ର ସହ ଡାକିଲେ ତ୍ରିଲୋଚନ ନିଶ୍ଚୟ ସବୁ ପ୍ରାଥନା ଶୁଣନ୍ତି । ଓଡ଼ିଶାର ର ଗୋଟେ ଜାଗାରେ ମିହିପାଳ ଭାବରେ ଜଣେ ବ୍ୟକ୍ତି ରହୁଥିଲେ ।

ସେ ଭାଗବନ ଶିବ ଙ୍କୁ ବହୁତ ମାନୁ ଥିଲେ । ସବୁବେଳେ ତାଙ୍କ ପୂଜା କରୁଥିଲେ । ସବୁବେଳେ ମନ୍ଦିର ମଧ୍ୟ ଯାଉଥିଲେ । ମହିପାଳ କାମ କରୁଥିବା ସମୟ ରେ ଜାଣିବାକୁ ପାଇଲେ ବାତ୍ୟା ହେବାର ଅଛି । ଚାରି ଆଡ଼େ ବହୁତ ବେଗ ରେ ପବନ ମଧ୍ୟ ହେଉଥିଲା । ସେ ତୁରନ୍ତ ନିଜ ଗାଡି ନେଇ ଅଫିସ ରୁ ଘରକୁ ଯିବାକୁ ଲାଗିଲେ । ବାଟରେ ଗୋଟେ ଛୋଟ ଛୁଆ ଗାଡ଼ି ଆଗକୁ ଆସିଗଲା। ମହିପାଳ ସାଙ୍ଗେ ସାଙ୍ଗ ବ୍ରେକ ମାରିଲେ ।ଯାହା ଦ୍ୱାରା କାର ଟି ଗୋଟେ ଗଛରେ ମାଡ଼ ହେଇଗଲା ଓ ମହିପାଳ ମଧ୍ୟ ବହୁତ କ୍ଷତାକ୍ତ ହେଲେ ।

ଯେତେ ଚେଷ୍ଟା କରି ମଧ୍ୟ ସେ କାର ରୁ ବହାରକୁ ଆସିପାରିଲେ ନାହିଁ। ଏହି ସମୟରେ ଜଣେ ବ୍ୟକ୍ତି ତାର ବଳଦ କୁ ନେଇ ଆସିଲେ ଓ ମହିପାଳ କୁ ରକ୍ଷା କଲେ ଓ ତାଙ୍କ କ୍ଷତାକ୍ତ ସ୍ଥାନ କୁ ନିଜ ପିନ୍ଧା ବସ୍ତ୍ର ଚିରି ବାନ୍ଧି ଦେଲେ । ମହିପାଳ କିଛି ପଚାରିବା ଆଗରୁ ସେହି ବ୍ୟକ୍ତି ଜଣକ ଚାଲିଗଲେ ଓ ଆଉ ମହିପାଳ ତାଙ୍କୁ ପାଇଲେ ନାହିଁ। ସେ ଜାଣି ପାରିଲେ ଏହି ବ୍ୟକ୍ତି ଜଣକ କୌଣସି ସାଧାରଣ ମଣିଷ ନୁହଁନ୍ତି ଏ ସ୍ୱୟଂ ଭଗବାନ ଶିବ । ଯିଏ ତାଙ୍କ ଜୀବନ ରକ୍ଷା କରିବାକୁ ଆସିଥିଲେ ।ସତରେ ଏହି କଥା ଶୁଣିଲେ ଆପଣ ମାନଙ୍କ ମନ ରେ ବି ଏକ ଅପୂର୍ବ ଶିହରଣ ସୃଷ୍ଟି ହେଉଥିବା । ସତରେ ଭକ୍ତି ଥିଲେ ଭାଗବନ ନିଜ ଭକ୍ତ ଙ୍କୁ ରକ୍ଷା କରୁବାକୁ ଆସି ଯାନ୍ତି ।

Leave a Reply

Your email address will not be published. Required fields are marked *