ରାଜ୍ୟ ଖବର

ମହଲିଙ୍ଗ କେଉଁଠି?? ଆଉ ସେ କଲେଜ ମୁଁ ମୋ ଜୀବନ ରେ କେବେ ବି ଯାଇନି ବୋଲି କହିଲେ ଦିବ୍ୟ ଶଙ୍କର

କିଛି ସମୟ ଆଗରୁ କ୍ୟାପଟେନ ଦିବ୍ୟସଙ୍କର ମିଶ୍ର ଗୋଟେ ସଭା ରେ ଲୋକ ମାନଙ୍କୁ ଦେଇଥିବା  ଅଭିଭାଷଣ ରେ ରୋକ ଠୋକ୍ କହିଲେ କି  ସେ ମହଲିଂଗ କଲେଜ କେଉଁଠି ଜାଣି ନାହାନ୍ତି କି ସେ କଲେଜ କୁ କେବେ ବି ଯାଇ ନାହାନ୍ତି

ଏହା ସେ କହିଲା ବେଳେ ଲୋକ ମାନେ ମଧ୍ୟ ତାଳି ମାଡ଼ କରି ମହୋଲ କୁ ପୁରା ସରଗରମ କରିଦେଉଥିଲେ, ମନ୍ତ୍ରୀ ଆଜ୍ଞା କହିଲେ କି ମୁ ସେ କଲେଜ ର ନାଆଁ ପ୍ରଥମ ଥର ଶୁଣିଛି ଆଉ ମିଡ଼ିଆ ରେ ମତେ ଜାଣିଶୁଣି ଖରାପ୍ ଭାବେ ଦର୍ଶାଯାଇଛି

ଆପଣ ମାନେ ତାହା ବିଶ୍ୱାସ କରନ୍ତୁନି ଆଉ ମୁଁ ମା ମାଣିକେଶ୍ଵରୀ ଙ୍କ ରାଣ ଖାଇ କହୁଛି  ମୋର୍ କୌଣସି ସମ୍ପର୍କ ନାହିଁ ସେ କେସ ସହିତ, ଆପଣ ମାନେ ମତେ ବିଶ୍ୱାସ କରନ୍ତୁ

ମମିତା ମେହେର ଯାହାଙ୍କ ନାମ ଉଠୁଚି ସେ ସ୍କୁଲ କୁ ମୁ କେବେ ଯାଇନି, ତେବେ ଦେଖନ୍ତୁ ଏହି ଭିଡିଓ

ଏପଟେ ମିଡ଼ିଆ ରେ ଘୁରି ବୁଲୁଛି ଦିବ୍ୟ ଆଉ ଗୋବିନ୍ଦ ଙ୍କ ଏକ ସଙ୍ଗେ ଷ୍ଟେଜ୍ ରେ ବହୁ ବାର ମହାଲିଂଗ କଲେଜ ରେ ବସିବାର, ହୁଏତ ସେ ଭାବୁଛନ୍ତି କି ଲୋକ ମାନେ କିଛି ଜାଣି ନାହାନ୍ତି,

ତେବେ ଆଇନ ତା ବାଟ ରେ ଯିବ ଆମର ଆଶା ମମିତା ମୃତ୍ୟୁ ରେ ଯେଉଁ ମାନେ ବି ସାମିଲ ସବୁ ଘୋଷାଡି ହେଇ ଜେଲ ରେ ପଶିବେ

Leave a Reply

Your email address will not be published. Required fields are marked *