ରାଜ୍ୟ ଖବର

ରାତି ର ସୁଖ ସ୍ବାମୀ ଠୁ ବେଶୀ ଶଶୁର ଦେଇଥିଲା ବୋଲି ବୋହୂ ବାହା ହେଲା ଶଶୁର କୁ, ସ୍ବାମୀ ସବୁ ଦେଖି ହତାଶ!

ଶ୍ୱଶୁର ଏବଂ ବୋହୂ ମଧ୍ୟରେ ଥିବା ସମ୍ପର୍କର ଏକ ଲଜ୍ୟଜନକ୍    ଖବର ଉତ୍ତରପ୍ରଦେଶରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ଶ୍ୱଶୁର ନିଜ ପୁଅର ପତ୍ନୀଙ୍କୁ ବିବାହ କରିଥିଲେ ଏବଂ କେହି ଜାଣି ନଥିଲେ ଏହା ବିଷୟରେ।

ଚାରି ବର୍ଷ ପୂର୍ବେ ଉଭୟେ ଶ୍ୱଶୁର ଏବଂ ବୋହୂ ଥିଲେ ଏବଂ ବର୍ତ୍ତମାନ ସେମାନେ ସ୍ୱାମୀ-ସ୍ତ୍ରୀ ହୋଇସାରିଛନ୍ତି |ତେବେ ପୂର୍ବତନ ସ୍ୱାମୀଙ୍କ ଅଭିଯୋଗରେ ପୋଲିସ ଉଭୟଙ୍କୁ ଧରି ଆଣି ଆଣିଥିଲା।

ସେମାନଙ୍କୁ ପୋଲିସ ଛାଡିବାକୁ ପଡ଼ିଲା କାରଣ  ସେମାନେ କୋର୍ଟରେ ନିଜ ବିବାହ କାଗଜପତ୍ର ଦେଖାଇଥିଲେ।ଆଉ ଦୁଇ ଜଣ ଙ୍କ ପର୍ଯ୍ୟାପ୍ତ ବୟସ ହୋଇସାରିଥିଲା ତେଣୁ ବାଧ୍ୟ ହେଇ ସେମାନଙ୍କ ଉପରେ ପୋଲିସ କିଛି କରିପାରିଲେନି

ଏହି ବିଷୟ ଉତ୍ତର ପ୍ରଦେଶର ବାଦାଉନ୍ ଜିଲ୍ଲାର ଡାବ୍ଟୋରୀ ଚାଉକି ଅଞ୍ଚଳର | ଯେଉଁଠାରେ ଜଣେ ଯୁବକ କିଛି ଦିନ ପୂର୍ବରୁ ବିସାଉଲି ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ ସେ 2016 ରେ ୱାଜିରଗଞ୍ଜ ଅଞ୍ଚଳର ଜଣେ ଝିଅ ସହିତ ବିବାହ କରିଥିଲେ। ଦୁହେଁ ପୁରା ବର୍ଷ ଏକାଠି ରହିଲେ | ପର ବର୍ଷ ପତ୍ନୀ ବାପାଙ୍କ ସହିତ କୌଣସି ସ୍ଥାନକୁ ଗଲେ

ତାପରଠୁ ସ୍ତ୍ରୀ ର ବ୍ୟବହାର ଆଉ ଚାଲି ଚଳନ ରେ ପରିବର୍ତନ ଲକ୍ଷ କଲା ସ୍ବାମୀ, ପ୍ରକୁତ ରେ ଝିଅ ର ସ୍ବାମୀ ଦିନ ମଜୁରିଆ ଥିଲା ଆଉ ପ୍ରତିଦିନ କାମ କରି ପଇସା ଆଣୁଥିଲା, ଆଉ ଶଶୁର ଘରେ ଏକ ରହୁଥିଲା

ପୁଅ ବାହାରକୁ କାମ କରିବାକୁ ଗଲେ ଶଶୁର ଆଖି ପକାଉଥିଲା ବୋହୂ ଉପରେ ଆଉ ଏପଟେ ବୋହୂ ବି ନିଜ ସ୍ବାମୀ ଠୁ ଖୁସି ନଥିଲା, ସେମାନେ ପ୍ରତି ରାତି ଝଗଡ଼ା କରୁଥିବା ଶଶୁର ଶୁଣିଥିଲା, ସେ ମଉକା ଖୋଜି ଦିନ ବୋହୂ କୁ ନିଜ ଫାସ ରେ ପକେଇଥିଲା ଆଉ ସମ୍ପର୍କ ରଖିଦେଇଥିଲା

ପ୍ରଥମ ଥର ସମ୍ପର୍କ ରଖିଲା ପରେ ବୋହୂ ବି ଶଶୁର କୁ ଭଲ ପାଇବାକୁ ଲାଗିଲା, ଆଉ ପୁଅ କାମ କୁ ବାହାରିଯିବା ମାତ୍ରେ ଦୁହେଁ ସମ୍ପର୍କ ରଖିବାକୁ ଲା, ଅଚାନକ ଦିନେ ପୁଅ ଏସବୁ ଦେଖିଦେବାରୁ ସ୍ତ୍ରୀ ଆଉ ବାପା ଙ୍କୁ ପିଟିଥିଲା

ଆଉ ତାପର ଦିନ ଦୁହେଁ ଫେରାର ହୋଇଯାଇଥିଲେ ଆଉ ପରେ ପୁଅ ପୋଲିସ ରେ କେସ କରିଥିଲେ ବି ପୋଲିସ କିଛି କରିପାରିଲେନି କରନ୍ ଦୁଇଜଣ ନିଜ ଇଚ୍ଛା ରେ ସମ୍ପର୍କ ରଖିଥିଲେ ଆଉ ବାହା ମଧ୍ୟ ହେଇ ଯାଇଥିଲେ, ତେଣୁ ପୁଅ କୁ ନିରାଶ ହେବାକୁ ପଡ଼ିଥିଲା ଆଉ ନିଜ ସ୍ତ୍ରୀ କୁ ମା ଡାକିବାକୁ ପଡ଼ିଥିଲା

Leave a Reply

Your email address will not be published. Required fields are marked *