ରାଜ୍ୟ ଖବରଭାଇରାଲ ଭିଡିଓ

ସ୍ୱାମୀଙ୍କ ନାମରେ ସାଙ୍ଘାତିକ ଭିଯୋଗ ଆଣିଲେ ସ୍ତ୍ରୀ, ମୋ ସ୍ୱାମୀ ରାତିରେ ମୋତେ ଉଲଗ୍ନ କରି ମୋ ଭିଡିଓ କରନ୍ତି

ତେବେ ଆପଣ ଜାଣିଥିବେ ଆଜିକା ଦିନରେ ଦିନକୁ ଦିନକୁ ଅନ୍ୟାୟ ଅତ୍ୟାଚାର ଏତେ ବଢି ଯାଇଛି ଯେ ତାହା କଳନା ମଧ୍ୟ କରାଯାଇ ପାରିବ ନାହିଁ | ନାରୀଙ୍କୁ ନିର୍ଯ୍ୟାତନା ଠୁ ଆରମ୍ଭ କରି ନାରୀକୁ ଅତ୍ୟାଚାର କେରଇବା ଏତେ ବଢି ଯାଇଛି ଯେ ତାହା ଜଣେ ନାରୀ ଆଉ ସହି ପାରୁ ନାହିଁ | ତେବେ ନାରୀଙ୍କୁ ନେଇ କିଛି ବ୍ୟକ୍ତି ଏମିତି ଖରାପ କାମ କରିଥାନ୍ତି ଯେ ତାହା କଳ୍ପନା ମଧ୍ୟ କରି ହେବା ନାହିଁ | ତେବେ ଏଭଳି କିଛି ଲଜ୍ୟାଜନକ ଓ ଅଭାବନୀୟ ଘଟଣା ସୋସିଆଲ ମିଡିଆରେ ପ୍ରତ୍ୟକ ଦିନ ଦେଖିବାକୁ ମିଳୁଛି |

ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଜାଣିଲା ପରେ ଆପଣ ନିଜ ମୁଣ୍ଡରେ ହାତ ଦେବେ | ତେବେ ଜଣେ ସ୍ୱାମୀ କେମିତି ଜଣେ ସ୍ତ୍ରୀ ର ଫାଇଦା ଉଠାଉଛି ଆଜି ଆମେ ଆପଣଙ୍କୁ ଜଣେଇବୁ | ଯାହା ଜାଣିଲା ପରେ ଆପଣ ଖୁବ ନିନ୍ଦା କରିବେ | ତେବେ ସୂଚନା ଅନୁସାରେ ଜଣେ ସ୍ୱାମୀ ତା ସ୍ତ୍ରୀଙ୍କୁ ଉଲଗ୍ନ କରି ତାଙ୍କର ଭିଡିଓ ତିଆରି କରୁଛନ୍ତି | ଏହି ଘଟଣା ସୋସିଆଲ ମିଡିଆରେ ନିଆଁ ପରି ଭାଇରଲ ହେବାରେ ଲାଗିଛି |

ତେବେ ଏହିପରି ନିନ୍ଦନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ନିକଟ କେଉଁ’ ଲାଗିଲା ଅଞ୍ଚଳରେ | ତେବେ ଜଣେ ଯୁବତୀ ସ୍ଥାନୀୟ ଜଣେ ଯୁବକଙ୍କୁ ୨୦୧୫ ମସିହାରେ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ | ବିବାହ ପରା ଠାରୁ କିଛି ଦିନ ସବୁ ଠିକ ଠକ ଚାଲିଲା | ତେବେ କିଛି ଦିନ ଗଲା ପରେ ଉକ୍ତ ବ୍ୟକ୍ତି ମଦ୍ୟପାନ କରି ମହିଳାଙ୍କୁ ପଇଟନ୍ତା ଓ ଅନେକ ପ୍ରକାର ଅତ୍ୟାଚାର କରନ୍ତି |

କେବଳ ଏତିକି ଅତ୍ୟାଚାର ନୁହଁ ସେ ରାତିରେ ନିଜ ସ୍ତ୍ରୀଙ୍କୁ ଉଲଗ୍ନ କରି ଭିଡିଓ ତିଆରି କରୁଥିଲେ ଓ ସେହି ଭିଡିଓ କୁ ସୋସିଆଲ ମିଡିଆରେ ଭାଇରଲ କରୁଥିଲେ | ତାଙ୍କର ଆହୁରି ଅନେକ ଝିଅଙ୍କ ସହ ଅନୈତିକ ସମ୍ପର୍କ ଅଛି ବୋଲି ମହିଳା ଜଣଙ୍କ ଠାରେ ଅଭିଯୋଗ କରିଥିଲେ | ତେବେ ଅଭିଯୋଗ ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି | ପରିବାର ର ଅଲଗା ସଦସ୍ୟ ଫେରାର ଅଛନ୍ତି | ତାଙ୍କ ଅପରାଧ ପାଇଁ ତାଙ୍କୁ ଉଚିତ ଦଣ୍ଡ ଦିଅନ୍ତୁ ବୋଲି ମହିଳା ଜଣଙ୍କ ଅପିଲ କରିଛନ୍ତି |

Leave a Reply

Your email address will not be published. Required fields are marked *