ସେ ଝିଅ ଗାଲୁଆ ଟା, ବାପା ଗୋଡ ଭାଙ୍ଗିଲା ବୋଲି କଣ ୬ ବର୍ଷ ପଢା ଛାଡ଼ିଦେବ! ଶୁଣନ୍ତୁ ଭାଇରଲ କଲ୍ ରେକର୍ଡ

ତପସ୍ଵିନୀ ଙ୍କ ଘଟଣା ଦିନକୁ ଦିନ ବେଶୀ ରହସ୍ୟ ମୟ ହେବାକୁ ଲାଗିଛି, ମାନ୍ୟବର କୋର୍ଟ ତପସ୍ୱିନୀ ଙ୍କୁ ଦୁଇ ଦିନ ଯାଏଁ ସଖୀ ଗୃହ ପଥେଇବାକୁ କହିଥିଲେ ମଧ୍ୟ ତପସ୍ଵିନୀ ଏକା ଜିଦ୍ ରେ ରହିଲେ କି ଯଦି ମୁଁ ୬ ଦିନ ଯାଏ ମୋ ସ୍ଵାମୀ ଦାଣ୍ଡ ରେ ରହିପାରିଲି ତାହେଲେ ଆଉ ୨ ଦିନ ବି ବସି ପାରିବି

ମତେ ନ୍ୟାୟ ଦିଅ, ମୋର୍ କୋର୍ଟ ମାରେଜ୍ ସରିଛି, ମୋ ଇଜ୍ଜତ ବି ନେଇଛନ୍ତି , ମୋ ଛୁଆ ନଷ୍ଟ କରିଛନ୍ତି, ଆଉ ଏହା ସହ ମତେ ଛାଡ଼ି ଦେବାକୁ ସେମାନେ କେମିତି କହୁଛନ୍ତି

ମୋ ସ୍ବାମୀ ମୋର ଦରକାର ବାସ, ମୁଁ ନହଲେ ଏଠୁ ଉଠିବିନି, ମତେ ଯିଏ ଯାହା କହୁ, ଏପଟେ ବାପା ପୁଅ ଙ୍କ କଲ୍ ରେକର୍ଡ ଖୁବ୍ କ୍ଷୀପ୍ର ବେଗ ରେ ଭାଇରାଳ ହେବାକୁ ଲାଗୁଛି ଯେଉଁଠି ବାପା ତା ପୁଅ କୁ କଣ କଣ ସବୁ କହୁଚି ଆପଣ ଶୁଣିଲେ ପାଗଳ ହେଇଯିବେ

ଡାକ୍ତର ଙ୍କ ବାପା ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି କି ସେସବୁ ମିଛ ଆଉ ଯଦି ବି ସତ୍ୟ ଥାଏ ତାହା କିଛି ଭୁଲ ନୁହେଁ , ବାପା ନିଜ ପୁଅ ର ଭଲ ପାଇଁ ଏହା କହିବା କଣ ଭୁଲ? ଗୋଟେ ବାପା ତା ପୁଅ କୁ ଉପଦେଶ ଦେଉଚି ଏଥିରେ ଆପଣ ଙ୍କ କଣ ଅସୁବିଧା

ହେଲେ ଏପଟେ ଏହି ବହୁଚର୍ଚ୍ଚିତ କଲ୍ ରେକର୍ଡ ଆପଣ ବି ଶୁଣନ୍ତୁ ଆଉ ଆମକୁ ଆପଣ ଙ୍କ ମତାମତ ଦିଅନ୍ତୁ

https://youtu.be/3tpigc8ZMOM

ଆପଣ  ଙ୍କ ହିସାବ ରେ କେଉ ପକ୍ଷ ଠିକ୍? ପୁଅ ଘର ନା ଝିଅ ଘର… କାରଣ  ଏଯାବତ୍ ମାମଲା କୋର୍ଟ ରେ ଅଛି ଆଉ ମାନ୍ୟବର ଜଜ୍ ଯାହା ନିଷ୍ପତି କରିବେ ଆମେ ସେଇଆ କରିବି ବୋଲି କହିଛନ୍ତି ଡାକ୍ତର ଙ୍କ ବାପା, ଆପଣ ଙ୍କ ମତ କଣ ଆମକୁ କମେଣ୍ଟ କରନ୍ତୁ

Leave a Comment

Your email address will not be published. Required fields are marked *

Scroll to Top