ଦେଖନ୍ତୁ ଏହି ଭାଇରାଲ ଭିଡିଓ କେମିତି ସ୍ଵାମୀ ନଥିବା ବେଳେ ପୁରୁଣା ପ୍ରେମିକ କୁ କଲ କରି କଥା ହେଉଛନ୍ତି ମହିଳା

ସୋସିଆଲ ମିଡିଆରେ ସବୁଦିନ କିଛି ନା କିଛି ଭାଇରାଲ ହୋଇଥାଏ । ଆଜି କାଲି ଏମିତି ବହୁତ୍ ଲୋକ ଅଛନ୍ତି ଯିଏ କି ସୋସିଆଲ ମିଡ଼ିଆ ଦ୍ଵାରା ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।

କେହି କେହି ଭଲରେ ତ ଆଉ କେହି ଖରାପ ରେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଘରେ କେହି ନଥିବା ବେଳେ ନିଜ ପ୍ରେମିକ କୁ ଫୋନ୍ କରିଛନ୍ତି ।

ଏବଂ ତାଙ୍କୁ ତାଙ୍କର ପରିଚୟ ଦେଇଛନ୍ତି । ପ୍ରେମିକ ଜଣଙ୍କ ତାଙ୍କୁ ହଠାତ୍ ଜାଣି ନ ପାରି ପରେ ନାଁ ଜାଣିବା ପରେ ତାଙ୍କୁ ଧୋକାବାଜ୍ ବୋଲି କହିଛନ୍ତି । ଏହାପରେ ଦୁହେଁ କିଛି ସମୟ ପାଇଁ ପରସ୍ପର ସହ କଥା ହୋଇଛନ୍ତି ।

କିନ୍ତୁ ସବୁଠୁ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ସ୍ଵାମୀ ନଥିବା ବେଳେ ସ୍ତ୍ରୀ ତା ପ୍ରେମିକ କୁ କଲ କରିବା କେତେଦୂର ଠିକ୍ ଏବଂ ଏହି ଭିଡିଓ କୁ ସୋସିଆଲ ମିଡିଆରେ ଛାଡ଼ିବା ମଧ୍ୟ କେତେଦୂର ଠିକ୍ ଆପଣ ଆମକୁ ମତାମତ ଦିଅନ୍ତୁ । ଦେଖନ୍ତୁ ଏହି ଭିଡିଓ –

https://youtu.be/hNOZuuOn8qA

Leave a Comment