ଭାଇରାଲ ଭିଡିଓ

Viral Video କିଏ ଏହି ମହିଳା କାହିଁକି Mobile ରୁ Mobile ଘୁରି ବୁଲୁଛି ୟାଙ୍କ ଭିଡ଼ିଓ

ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ଭାଇରଲ ହୋଇଥାଏ l ସବୁବେଳେ ନିଜ ନିଜ ଭିର୍ନ ଅନ୍ଦାଜରେ ସାମ୍ନାକୁ ଆସିଥାନ୍ତି ଅନେକ ପ୍ରକାର ବ୍ୟକ୍ତିତ୍ୱ l କେହି କେହି ଏହାକୁ ଠିକ ଉପାୟରେ ନେଉଥିବା ବେଳେ ଅନ୍ୟ କେହି ଏହାକୁ ଭୁଲ ଉପାୟରେ ନେଇଥାନ୍ତି l

ଅନ୍ୟ କେତେକ ଥାନ୍ତି ଯେଉଁମାନେ ପୁରା ସାଧରଣ ଭାବରେ ଭିଡ଼ିଓ କରିଥାନ୍ତି ଏବଂ ତାହା ବହୁତ ଆଗକୁ ଭାଇରଲ ହୋଇଥାଏ l ଏହା ଏକ ଉପହାର ସଦୃଶ ହୋଇଥାଏ ଭିଡ଼ିଓ କରିଥିବା ବ୍ୟକ୍ତିଙ୍କ ପାଇଁ l

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ଜଣେ ବିବାହିତା ଯୁବତୀ ଙ୍କ ଭିଡ଼ିଓ କଲ ରେକଡ଼ ଭାଇରଲ ହୋଇଛି l

ପ୍ରେମିକ ପ୍ରେମିକା ଙ୍କ ଭିଡ଼ିଓ କଲ ରେକଡ଼ ସାଧାରଣତଃ ଭାଇରଲ ହୋଉଥିବା ବେଳେ ବର୍ତ୍ତମାନ ଭିଡ଼ିଓ ଟି ମଧ୍ୟ ଠିକ ସେହିପରି ମାତ୍ର ଟିକିଏ ଅଲଗା l ଏହି ଭିଡ଼ିଓ ରେ ଅଲଗା ହେଉଛି କେବଳ ମହିଳା ଜଣଙ୍କ ବିବାହିତା ଏବଂ ତାଙ୍କ ପୁରୁଣା ପ୍ରେମିକସହ ଭିଡ଼ିଓ କଲ ରେ କଥା ହେଉଥିବା ବେଳେ ସେହି ଭିଡ଼ିଓଟି ଭାଇରଲ ହେଉଛି l

କିନ୍ତୁ ଆଶ୍ଚର୍ଯ୍ୟ ର କଥା ଯେ ଏହି ଭିଡ଼ିଓ ଟି କେମିତି ରେକଡ଼ ହୋଇ ସୋସିଆଲ ମିଡିଆରେ ଭାଇରଲ ହୋଇଛି l ଏହା ଅଧିକ ମାତ୍ରାରେ ଭାଇରଲ ହେବାର ପ୍ରମୁଖ କାରଣ ଜଣା ପଡିଛି ଯେ କିଭଲି ଜଣେ ମହିଳା ବିବାହିତ ହୋଇ ନିଜ ସ୍ୱାମୀ ଏବଂ ସମସ୍ତ ପରିବାର ଙ୍କୁ ଅନ୍ଧାର ରେ ରଖି ନିଜପ୍ରେମିକ ସହ ଭିଡ଼ିଓ କଲ କରୁଛନ୍ତି l

ଏହି ଭିଡ଼ିଓ ବିଷୟରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ କମେନ୍ଟ ମାଧ୍ୟମରେ l

Leave a Reply

Your email address will not be published. Required fields are marked *