ମନୋରଞ୍ଜନ

ତୁମେ କଣ ସତରେ ଆଉ ଫେରିବନି?? ଅରିନ୍ଦମ……

ଉପରୁ ଥାଇ ରିପୋର୍ଟ ଦେଉଥିଲେ ହେଲେ ନିଜ ଜୀବନକୁ ବାଜି ଲଗାଇ ଅରିନ୍ଦମ ଙ୍କ ଏହି ପଦକ୍ଷେପ ତାଙ୍କ ପାଇଁ କାଳ ହେଇଗଲା, ତାଙ୍କୁ କେହି କହିନଥିଲେ ଯାଇ ପାଣି ଭିତରେ ରିପୋର୍ଟ ନେବାକୁ, କିନ୍ତୁ ସେ ଆଗରୁ ଏମିତି ବହୁତ୍ ମୁସ୍କିଲ ର ସାମ୍ନା କରି ଖବର ସଂଗ୍ରହ କରୁଥିଲେ , କେବେ ଇଟାଲୀ ର ପର୍ଯଟକ ଙ୍କୁ ଜଙ୍ଗଲ ରୁ ଉଦ୍ଧାର କାର୍ଯ୍ୟ ହେଉ, କିମ୍ବା ଫନି ର ବାତ୍ୟା ରେ ବି ଲାଇଭ ଟେଲିକାଷ୍ଟ  ହେଉ ସବୁ ମୁହୂର୍ତ୍ ରେ ଅରିନ୍ଦମ ଆଗରେ ରହୁଥିଲେ

ନିହାତି ସାହସୀ ମଣିଷ ଟେ, ସତରେ ଆଜି କଣ ଯେ ହେଇଗଲା, କେହି ବି ବିଶ୍ୱାସ କରିପାରିନାହାନ୍ତି, ସମସ୍ତେ କାନ୍ଦୁଛନ୍ତି ଓଟିଭି ନ୍ୟୁଁଜ ରୁମ୍ ହେଉ କିମ୍ବା ସୋସିଆଲ ମିଡ଼ିଆ ହେଲେ ସେ ଅରିନ୍ଦମ ଆଉ ଫେରିବେନି

ହାତୀ କୁ ଉଦ୍ଧାର କରିବାକୁ ଯାଇଥିଲେ ସିନା ହେଲେ ହାତୀ ତ ବଞ୍ଚିଗଲା ହେଲେ ଅରିନ୍ଦମ ଚାଲିଗଲେ, ଏହା ସହ ଓଡରପ୍ଟ ଟିମ୍ ର ଜଣେ ନିଖୋଜ ହେଇଯାଇଛି ଆଉ ଅନ୍ୟ ମାନେ ଏବେ ବି ଆଇସିୟୁ ରେ ଅଛନ୍ତି ।

ସକାଳ ର ଖବର ଅତି ସାଧାରଣ ଲାଗୁଥିଲେ ବେ ଦୁଇପହର ସୁଦ୍ଧା ଏହା ଯେ ମୁଖ୍ୟ ଖବର ହେଇଯିବ କେହି ବି ଜାଣିନଥିଲେ, ଭଗବାନ୍ ଅରିନ୍ଦମ ଙ୍କ ଆମର ଆତ୍ମା ର ସଦ୍ଗତି କରନ୍ତୁ

Leave a Reply

Your email address will not be published. Required fields are marked *