1- ଡେଭିଲ୍ସ ନୋଜ୍ ଟ୍ରେନ ଇକୁଆଦୋର୍:
ନାମରୁ ହିଁ ଜଣା ପଡୁଛି ଏଇଟା କେତେ ଭୟଙ୍କର।ସୈତାନ୍ ର ନାକ।ସମୁଦ୍ର ପାଖ ପ୍ରାୟ ୯୦୦୦ ଫୁଟ ଉଁଚା ରେ ତିଆରି ହୋଇଥିବା ଏହି ରେଲୱେ ଟ୍ରାକ୍ ଉପରେ ଯିବା ମାନେ ନିଜ ମରଣ କୁ ଡାକିବା ଭଳି ହିଁ ହୋଇଥାଏ।
୧୯୦୨ ରେ ତିଆରି ହୋଇଥିଲା।୧୨କିମି ହିଁ ହୋଇଥାଏ କିନ୍ତୁ ଏଥି ଗଲେ ସବୁଠାରୁ ଭୟଙ୍କର ଲାଗିବ।ଏଇ ପଟେ ଯେଉଁ ଲୋକ ମାନେ ଯାଇଥାନ୍ତି ସେମାନେ କୁହନ୍ତି ଯେ ମୃ-ତ୍ୟୁକୁ ପାଖାପାଖି ଦେଖୁଛନ୍ତି ବୋଲି ଲାଗିଥାଏ।
2- ଦ ଡେଥ ରେଲୱେ ଟ୍ରାକ୍ ଥାଇଲ୍ୟାଣ୍ଡ:
୧୯୪୭ ରେ ଏହି ରେଲୱେ ଟ୍ରାକ୍ କୁ ବନ୍ଦ୍ କରାଯାଇଛି।ଏହି ରେଲୱେ ଟ୍ରାକ୍ ତିଆରି କରିଲା ବେଳେ ୯୦୦୦୦ କର୍ମଚାରୀଙ୍କ ମୃ-ତ୍ୟୁ ହୋଇଥିଲା।ନଦୀରେ ପଡ଼ିବା ଦ୍ଵାରା ହିଁ ମୃ-ତ୍ୟୁ ବରଣ କରିଛନ୍ତି।୧୯୫୭ ରେ ଆଉ ଥରେ ଖୋଲା ଗଲା।ଉଞ୍ଚା ଉଂଚା ପାହାଡ଼ ଓ ନଦୀ ଟିକେ ଭୁଲ୍ ହୋଇଗଲେ ମରିବାର ସମ୍ଭାବନା ଅଛି।
3- ଜିଅର୍ଜେ ଟାଉନ୍ ଲୁପ୍ ରେଲ୍ ରୋଡ ୟୁ. ଏସ. ଏ:
ମାତ୍ର ୩ ଫୁଟ ଚଉଡ଼ା ରେ ତିଆରି ହୋଇଛି।ଆମେରିକାରେ ଏଇଟା ରହିଛି।୨ ପାହାଡ଼ରେ ହିଁ ତିଆରି ହୋଇଛି।୧୮୮୭ରେ ଏହି ରେଲୱେ ଟ୍ରାକ୍ ସରିଥିଲା।
ପାହାଡ ଭିତରେ ଯେଉଁ ତିଆରି ହୋଇଛି ଏହି ପତଳା ର ରେଲୱେ ଟ୍ରାକ୍ ରେ ଏମିତି ମୋଡ଼ ଦେଇକି ଯିବ, ଯଦି ଟିକେ ବି ଏପଟ ସେପଟ ହୋଇଯିବ ତାହେଲେ କିଛି ବି ହେଇପାରେ ।ଆପଣମାନେ ଜାଣିପାରିଥିବ କଣ ହୋଇପାରେ।