ରାଜ୍ୟ ଖବର

ଭିଡିଓ କରୁ କରୁ ଯୁବକ କୁ ଡେଇଁ ଡେଇଁ ବେକ କାମୁଡି ଖାଇଗଲା ମହାବଳ ବାଘ..

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭିଡିଓ କରୁ କରୁ ଯୁବକକୁ ଖାଇଗଲା ବାଘ। ନିଜ ମୋବାଇଲ କ୍ୟାମେରା ମାଧ୍ୟମରେ ବାଘର ଭିଡିଓ କରୁଥିଲା ଯୁବକ। ବାଘ ଆସିଲା ଓ ଭିଡିଓ କରୁଥିବା ଯୁବକକୁ ଲହୁ ଲୁହାଣ କରି ଖାଇଗଲା।

ଏହାର ଭିଡିଓ ମଧ୍ୟ ବର୍ତ୍ତମାନ୍ ସବୁଆଡେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ପୁଣି ଥରେ ଗାଆଁ ରେ ପଶି ମଣିଷ ଖାଇ ଯାଇଛି ବାଘ। ଯେଉଁ ଯୁବକ କ୍ୟାମେରା ଧରି ଭିଡିଓ କରୁଥିଲା,

ଶେଷରେ ବାଘ ସେହି ଯୁବକକୁ ହିଁ ତାର ଶିକାର କରି ନେଇଥିଲା। ଗାଁ ଭିତରେ ପଶିଯାଇ ବାଘ ଏଭଳି କିଛି କରିଥିଲା। ବାଘର ଭିଡିଓ କରିବା ପାଇଁ ମଧ୍ୟ ଜଣେ ଯୁବକ ସେହି ବ୍ୟାଘାତ ପଛେ ପଛେ ଗୋଡ଼ାଇ ଗୋଡ଼ାଇ ବୁଲୁଥିଲା।

ଶେଷରେ ଯେଉଁ ଯୁବକ ବାଘ ପଛରେ ମୋବାଇଲ ଧରି ବୁଲୁଥିଲା ଆଉ ବାଘର ଭିଡିଓ ମଧ୍ୟ କରୁଥିଲା ସେହି ଯୁବକ କୁ ବାଘ ଦେଖି ଦେଇଥିଲା।ଲୋକ ମାନଙ୍କ ସାମ୍ନାରେ ହିଁ ତାକୁ ଗୋଡ଼ାଇ ଗୋଡ଼ାଇ ଖାଇ ଦେଇଥିଲା।

ଗାଁ ରେ ବାଘ ପଶି ଯାଇଛି ବୋଲି ଏହା ଚାରିଆଡ଼େ ଖୁବ୍ ହାଲ୍ଲା ହୋଇଥିଲା। ବାଘ କେଉଁଠି ଅଛି ବୋଲି ସମସ୍ତେ ଦେଖିବା ପାଇଁ ହାତରେ ଠେଙ୍ଗା ବାଡ଼ି ଧରି ବାହାରି ପଡିଥିଲେ। ହେଲେ ବାଘ ଗାଁ ରେ ଗୋଟେ ନିଛାଟିଆ ଜାଗାରେ ହିଁ ଘୁରି ବୁଲୁଥିଲା।

Kk

ବାଘକୁ ଦେଖିବା ପରେ ସମସ୍ତେ ମଧ୍ୟ ଖୁବ୍ ହୋ ହାଲ୍ଲା କରିଥିଲେ। ଏହାପରେ ବାଘକୁ ଦେଖି ଜଣେ ଯୁବକ ହତାରେ ମୋବାଇଲ ଧରି ତାର ଭିଡିଓ କରିବାରେ ଲାଗି ଯାଇଥିଲା।

ହେଲେ ସେ ଜାଣି ନଥିଲା କି ବାଘର ଭିଡିଓ କରିବାକୁ ଯାଇ ତାର କଣ ଅବସ୍ଥା ହେବ ବୋଲି। ଯୁବକ ଗୋଟେ ହାତରେ ବାଡ଼ି ଧରିଛି ଓ ଆଉ ଗୋଟେ ହାତରେ ସେ ବାଘର ଭିଡିଓ କରିବାରେ ଲାଗିଛି।ଏହାପରେ ବାଘ ଯୁବକ କୁ ଦେଖି ଦେଇଥିଲା।

ଏହାପରେ ସିଧା ଦୌଡି ଦୌଡି ଯାଇ ଯୁବକ ଉପରକୁ ଝାମ୍ପ ମାରିଥିଲା। ସମସ୍ତଙ୍କ ଆଗରେ ହିଁ ଏହି ବାଘ ଯୁବକକୁ ଖାଇଦେଲା। ଏହି ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *