ମନୋରଞ୍ଜନ

ଚତୁର୍ଥୀ ପରଦିନ ବୋହୁ କହୁଛି ମତେ ଏଠି ଭଲ ଲାଗୁନି

ଏହି ଘଟଣାଟି ହେଉଛି ବାଲେଶ୍ଵର ଜିଲ୍ଲାର ନୀଳଗିରି ଅଞ୍ଚଳର। ଏଥିରେ ନବବିବାହିତା ବୋହୁଙ୍କ ସହିତ ତାଙ୍କ ପରିବାରର ୯ଜଣ ସଦସ୍ୟ ଅଟକ ଅଛନ୍ତି। ଚତୁର୍ଥୀ ଦିନ ପଞ୍ଚମୀ ପୂଜା ବେଳେ ନବବିବାହିତା ବୋହୁ ତାଙ୍କୁ ବାପ ଘରକୁ ପଳାଇଯିବେ ବୋଲି କହିଲେ।

ଶାଶୁଘର ଲୋକ ଯେତେ ବୁଝା ବୁଝି କରିଲେ ମଧ୍ୟ ସେ ଜିଦ ଧରି ବସିଥିଲେକି ସେ ସେ ଆଉ ଏଠାରେ ରହିବେ ନାହିଁ ତାଙ୍କୁ ଆଉ ଭଲ ଲାଗୁନାହିଁ, ନିଜ ବାପ ଘରକୁ ପଳେଇବେ। ତାଙ୍କର ବିବାହ ୫ ମାର୍ଚ୍ଚ ୨୦୨୧ରେ ହୋଇଥିଲା। ନବବିବାହିତା ବୋହୁର ଏହିପରି କାର୍ଯ୍ୟକଳାପ ଦେଖି ବର ପକ୍ଷରେ କନ୍ୟା ଘରର ଲୋକଙ୍କୁ ଡାକି ଅଟକ ରଖିଛନ୍ତି

ପୁଅ ଘରେ କହିଲେକି ଯଦି ଝିଅ ଘର ଲୋକ ବିବାହରେ ଖର୍ଚ୍ଚ ହୋଇଥିବା ପଇସା ଦିଅନ୍ତୁ ଓ ନିଜର ଝିଅକୁ ନେଇଯାନ୍ତୁ।

 

Leave a Reply

Your email address will not be published. Required fields are marked *