ଏମିତି ପାୱାର ଦେଖି ବବି ପୁରା ଘାଇଲା ବାନ୍ଧିକି ଜେଲ୍ ପଠାଇଲେ

ଏମିତି ପାୱାର ଦେଖି ଏବେ ବବି ପୁରା ଚୁପ୍। ବିଧାୟକ କହିଥିଲେ କି ଯିଏ ମାଡ଼ ମାରିଛ ସବୁ ଜେଲ ଯିବ। ଆଉ ବିଧାୟକ ବାବୁ ସେମିତି କରିଦେଲେ। ବବି କିଛି କରି ପାରିଲେ ନାହିଁ ଖାଲି ଦେଖିକି ରହିଲେ। ବଦଲା ନେଇଛନ୍ତି ଧର୍ମଶାଳା ବିଧାୟକ। ପାୱାର କଣ ବବି ଙ୍କୁ ଦେଖାଇ ଦେଲେ। ସାନ ଭାଇଙ୍କୁ ପୋଲିସ ବାନ୍ଧିକି ନେଲା ହେଲେ ବବି କିଛି ହେଲେ ମଧ୍ୟ କରି ପାରିଲେ ନାହିଁ। ଯେଉଁ ପୋଲିସ ବବିଙ୍କ ଆଗରେ ମୁଣ୍ଡ ନୁଆଇଁ ରହୁଥିଲା ,ସେହି ବବି ଙ୍କ ଘର ଭିତରେ ପଶି ତାଙ୍କର ସାନ ଭାଇଙ୍କୁ ବାନ୍ଧି ନେଇ ଯାଇଛି ପୋଲିସ। କିଛି କରି ପାରିଲେ ନାହିଁ ବବି ଦାସ। କେବଳ ସେ ଚୁପ୍ ହୋଇ ବସି ରହିଲେ।

ଯେଉଁ ପାୱାର ପାଇଁ ସେ ଗର୍ବ କରୁଥିଲେ ଆଜି ସେ ପାୱାର ଆଉ ତାଙ୍କ ପାଖରେ ନାହିଁ। ବବି ଙ୍କ ନାଁ ଶୁଣିବା ମାତ୍ରେ ଦିନେ ଯାଜପୁର ପଡୁଥିଲା ଉଠୁ ଥିଲା। ହେଲେ ଏବେ ପୁରା ଫମ୍ପା ମାଠିଆ ହୋଇ ଯାଇଛନ୍ତି ବବି। ବିଜେପି ସରକାର ଆସିବା ପରେ ପୂରା ପାୱାର ରେ।ପୋଲିସ ଠାରୁ ପ୍ରଶାସନ ଏବେ ସମସ୍ତେ ବବିଙ୍କୁ ନାଲି ଆଖି ଦେଖାଉ ଛନ୍ତି। ଯଦି ଦେଖିବା ଘରେ କେବଳ ଛିଡା ହୋଇ ରହିଲେ ବବି।ତାଙ୍କର ଆଖି ଆଗରେ ହିଁ ପୋଲିସ ଆସିଲା ଆଊ ହାତକଡି ପକାଇଲା ଆଉ ବାନ୍ଧି ନେଇ ଚାଲିଗଲା ତାଙ୍କର ସାନ ଭାଇଙ୍କୁ।

ପୋଲିସ କୁ ବବି ବିଲକୁଲ ମଧ୍ୟ ସେ ବଞ୍ଚାଇ ପାରିଲେ ନାହିଁ। ଧର୍ମଶାଳା ବିଧାୟକ ଲିକୁ ସାହୁ ବାରମ୍ବାର କହିଛନ୍ତି ତିନିମାସ ଭିତରେ ପ୍ରଣବ ପ୍ରକାଶ ଦାସ,ଜେଲ ଭିତରେ ଥିବେ କାରଣ ଯାଜପୁର ରେ ହୋଇଥିବା ବିଭିନ୍ନ ସ୍କାମ ର ଏବେ ପରଦା ଫାର୍ସ ହେବାରେ ଲାଗିଛି। ଅନେକ ସବୁ ଏଭଳି ଘଟଣା ଘଟି ଯାଇଥିଲା ଆଉ ବିଜେଡ଼ି ସରକାର ଥିବା ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନଥିଲା। ଏବେ ସରକାର ବଦଳିବା ପରେ ତିନି ମାସ ଭିତରେ ଜେଲ୍ ଯିବେ ବୋଲି ଏହା ମୁହେଁ ମୁହେଁ ଏବେ କହି ଦେଇଛନ୍ତି ବିଧାୟକ ଲୀକୁ ସାହୁ। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ନିଶ୍ଚୟ ଜଣାଇବେ।

Leave a Comment