ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେହିପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହିପରି ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି। ମଣିଷର ଦୃଢ ସଂକଲ୍ପ ତାଙ୍କୁ ଏକ କାର୍ଯ୍ୟ କରିବାରେ ସାହାଯ୍ୟ କରେ। ଜଣେ ମଣିଷ ନିଜେ ଏକଲା କୂଅ ଖୋଳିଦେଲେ।
କେରଳରେ ଜଣେ ବ୍ୟକ୍ତି ଏକଲା କୂଅକୁ ଖୋଳି ଏହି ଆଶ୍ଚର୍ଯ୍ୟକର ଜିନିଷ କରି ଦେଖାଇଛନ୍ତି। ବ୍ୟକ୍ତିଜଣକ ଏକ କୂଅକୁ ଖୋଳିବାକୁ ଚେଷ୍ଟା କରିଥିଲେ ଓ ସେ ଏଥିରେ ସଫଳ ମଧ୍ୟ ହୋଇଥିଲେ। ସଫଳ ହୋଇ ସମଗ୍ର ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବ୍ୟକ୍ତିଜଣକ ନିଜେ କୂଅକୁ ଖୋଳୁଛନ୍ତି ଓ ସେଥିରୁ ନିଜେ ମଧ୍ୟ ମାଟି ବାହାର କରୁଛନ୍ତି। ବ୍ୟକ୍ତିଜଣକ ବିନା କିଛି ଡରରେ ଏହି କୂଅକୁ ଖୋଳିବାରେ ଲାଗିଛନ୍ତି।
ସେ କୂଅକୁ ଖୋଳୁଛନ୍ତି ଓ ମାଟି ମଧ୍ୟ ବାହର କରୁଛନ୍ତି। ଲୋକମାନେ ଏହି ଭିଡିଓକୁ ବାରମ୍ବାର ଦେଖୁଛନ୍ତି। ଲୋକମାନେ ଏହି ଭିଡିଓକୁ ଦେଖି ବହୁତ କିଛି ଶିକ୍ଷା ଶିଖୁଛନ୍ତି। ଏହି ଭିଡିଓରେ ଲୋକମାନେ ଅନେକ ପ୍ରକାର କମେଣ୍ଟ କରୁଛନ୍ତି ଓ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।