Ollywood ହିରୋଇନ୍ ଶିବାନୀ ଙ୍କ ସହ ଅଭିନେତା ସ୍ବରାଜ ଙ୍କ ମସ୍ତି ଭିଡିଓ ହେଲା ଭାଇରାଲ

ଆପଣମାନେ ଓଲିଉଡ ପ୍ରେମୀ ହୋଇଥିବେ ଯଦି ଅଭିନେତା ସ୍ବରାଜ ବାରିକ୍ ଓ ଚୁଲବୁଲି ନାୟିକା ଶିବାନୀ ସଙ୍ଗୀଟା ଙ୍କୁ ନିଶ୍ଚୟ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ମନ କିଣି ନେଇଛନ୍ତି।ସେ ତାଙ୍କ ଅଭିନୟ ମାଧ୍ୟମରେ ହସେଇଥାନ୍ତି,ଏବଂ କନ୍ଦେଇ ଥାନ୍ତି।

ସ୍ବରାଜ ଓ ଶିବାନୀ ଦୁହେଁ ଏକାଠି ବହୁତ୍ ଓଡ଼ିଆ ଚଳଚ୍ଚିତ୍ର ରେ କାମ କରିଛନ୍ତି।ଏବଂ ସବୁ ଫିଲ୍ମ୍ ସୁପର ହିଟ୍ ହୋଇଛି।ସ୍ବରାଜ “ତୁ ମୋ ଲଭ୍ ଷ୍ଟୋରି”,ତୁ ମୋ ଲଭ୍ ଷ୍ଟୋରି ୨”,”ଲେଲା ଓ ଲେଳା”,”ଲଭ୍ ଏକ୍ସପ୍ରେସ”, ଛୋଟି ବେଳେ “ନେଇ ଯା ରେ ମେଘ ମତେ”,”ସୁନା ଚାଡେଇ ମୋ ରୂପା ଚଢ଼େଇ ବହୁ ଚଳଚ୍ଚିତ୍ର କରିଛନ୍ତି।

ଶିବାନୀ ମଧ୍ୟ ବହୁ ସୁପରହିଟ ଫିଲ୍ମ୍ କରିଛନ୍ତି।”ସିଷ୍ଟର ଶ୍ରୀଦେବୀ”,”ବାବୁ ଭାଇଯାନ”,”ପ୍ରେମ କୁମାର”,”ବିଦ୍ୟାରଣ”,ଏବଂ ଛୋଟ ବେଳେ “ନେଇ ଯା ରେ ମେଘ ମତେ”,”ସମୟ ହାତରେ ଡୋରୀ”, ଶିରିଏଲ୍ ବଧୂ ମଧ୍ୟ କରିଛନ୍ତି।ଏହିଭଳି ବିଭିନ୍ନ ପ୍ରକାର ଚଳଚ୍ଚିତ୍ର କରିଛନ୍ତି।

ଏବେ ଦେଖିବାକୁ ମିଳିଛି ସ୍ବରାଜ ଏବଂ ଶିବାନୀ ରିଲ୍ କରୁଛନ୍ତି ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି।ସୁଟିଂ ରେ ଦୁହେଁ ମିଶି ମଜା କରୁଛନ୍ତି ।ରୋଷେଇ କରି ସମସ୍ତେ ମିଶିକି ଖାଉଛନ୍ତି।ଫଟୋ ଉଠାଉଛନ୍ତି।ନିଜ ନୂଆ ଫିଲ୍ମ୍ ପାଇଁ ମଧ୍ୟ ବହୁତ୍ ଖୁସି ଅଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top