ଅଧିକ ଚିକେନ ଖାଉଥିଲେ ହେବ ଏମିତି ଅବସ୍ଥା ଦେଖନ୍ତୁ କଣ ଘଟିଲା ଏହି ଫେମସ YouTuber ଙ୍କ ସହ

ଚିକେନ ଖାଇଲେ ହୋଇଥାଏ ରୋଗ। ପ୍ରତି ବର୍ଷ ୬୦ ହଜାରରୁ ଉର୍ଦ୍ଧ ନବଜାତ ଶିଶୁ ମୃ-ତ୍ୟୁବରଣ କରୁଛନ୍ତି।୧୫ ବର୍ଷର ଝିଅ ମାନେ ୨୫ ବର୍ଷର ଝିଅ ପରି ଦେଖାଯାଆନ୍ତି।

ପୁରୁଷ ମାନଙ୍କର ଏମିତି କିଛି ହୋଇଥାଏ ସେମାନେ କୁହନ୍ତି ନାହିଁ।ଚିକେନ କୁ ରାତି ଦିନ ଖାଇଥାନ୍ତି ସେହି ଚିକେନ ହିଁ ମଣିଷ ଙ୍କୁ ରୋଗରେ ପକାଉଛି।ପୁରୁଷ ମାନଙ୍କ ଷ୍ପମ୍ କମଜୋର ହୋଇଥାଏ।

ଯାହାକି ଜନ୍ମ ହେବାକୁ ଯାଉଥିବା ଶିଶୁ ଉପରେ ପ୍ରଭାବ ପକାଏ।ମହିଳା ମାନଙ୍କର ବି ଶିଶୁ ହେବାର ଥିଲେ ମଧ୍ୟ ଶିଶୁ ମରି ଯାଇଥାନ୍ତି।ଭାରତରେ ଯେଉଁ ଚିକେନ ଖାଇଥାନ୍ତି ତାହା ଶରୀରରେ ବିଷାକ୍ତ ପଦାର୍ଥ ହେଉଛି।ଯେଉଁ କୁକୁଡ଼ା ବଡ଼ ହେବାକୁ ୧୫୦ ଦିନ ଲାଗିଥାଏ ସେହି କୁକୁଡ଼ାଙ୍କୁ କୁକୁଡ଼ା ଫାର୍ମ୍ ରେ ୩୫ ଦିନରେ ବଡ଼ କରିଦେଇଥାନ୍ତି।

କୁକୁଡ଼ା ଫାର୍ମ ରେ ହଜାର ହଜାର କୁକୁଡ଼ାଙ୍କୁ ଗୋଟେ ଜାଗାରେ ରଖିଥାନ୍ତି।ସେଇଠୁ ବ୍ୟାକ୍ଟେରିଆ ଓ ଭାଇରସ ଦ୍ଵାରା କୁକୁଡ଼ା ମାନଙ୍କୁ ରୋଗ ହୋଇଥାଏ।ସେମାନେ ଆଣ୍ଟିବାୟୋଟିକ୍ ମେଡିସିନ ଦିଅନ୍ତି।ତାପରେ ଏହି କୁକୁଡ଼ା ୩୦-୪୦ ଦିନ ଭିତରେ କୌଣସି ମଣିଷ ଖାଇଲେ ତାହେଲେ ଆଣ୍ଟି ବାୟୋଟିକ ମଣିଷଙ୍କ ଶରୀରରେ ରହିଯାଏ।

କେତୋଟି କୁକୁଡ଼ା ଫାର୍ମ ନଦୀ ବା ପୋଖରୀ ପାଖରେ କରୁଛନ୍ତି।କୁକୁଡ଼ା ମାନେ ଯେତେବେଳେ ମଳତ୍ୟାଗ କରିଥାନ୍ତି ସେ ସବୁ ସେହି ନଦୀ କୁ ଯାଇଥାଏ।ତାପରେ ମାଛ ମାନେ ଖାଇଥାନ୍ତି।

ଯାହା ଆଣ୍ଟିବାୟୋଟିକ୍ ମାଛ ଙ୍କ ଭିତରେ ମଧ୍ୟ ରହିଯାଏ।କିନ୍ତୁ ସବୁ ଜଣା ଥାଇ ମଧ୍ୟ ରୋକୁ ନାହାନ୍ତି।ଆମେରିକା ଓ ଇଉରୋପରେ କିନ୍ତୁ ଆଣ୍ଟି ବାୟୋଟିକ୍ ରେ ବେଲ୍ ଲଗାଯାଇଛି।କିନ୍ତୁ ଭାରତରେ ଏଯାଏଁ ବ୍ୟାନ୍ କରାଯାଇ ନାହିଁ।ସେଥିପାଇଁ ରୋଗ ବଢ଼ିଚାଲିଛି।

Leave a Comment

Your email address will not be published. Required fields are marked *

Scroll to Top